ଅନ୍ତରଙ୍ଗ ପକ୍ଷରୁ ମନରେଗା ଅଭିଯାନ ଆରମ୍ଭ

ଫୁଲବାଣୀ: ଶ୍ରମିକ ମନରେଗା ଯୋଜନାରେ ୨୦୦ଦିନର କର୍ମ ନିଯୁକ୍ତି,ମଜୁରୀ ବଢ଼ାଇବା ଓ ଲୋକମାନଙ୍କର ପସନ୍ଦର କାମ ଯୋଗାଇବା ଆଦି ଦାବୀ ।ମହାମାରୀ କୋଭିଡ଼-୧୯ ପାଇଁ ସାରା ଭାରତ ବର୍ଷରେ ଘୋଷଣା କରାଯାଇଥିବା ତାଲାବନ୍ଦ ଦ୍ୱାରା ଆମ ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି ।ଟଙ୍କା ଏବଂ
Read More...

ବୁଦ୍ଧିଷ୍ଟ ଇଣ୍ଟରନେସନାଲ ନେଟୱାର୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୧/୭- ବିଭିନ୍ନ ଦାବିନେଇ ବୁଦ୍ଧିଷ୍ଟ ଇଣ୍ଟରନେସନାଲ ନେଟୱାର୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ଥିବା ବୌଦ୍ଧପୀଠର ଧ୍ୱଂସାବଶେଷ ନିକଟରେ ଏକ ବୁଦ୍ଧମନ୍ଦିର ନିର୍ମାଣ ପାଇଁ
Read More...

ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୧/୭- ଆଜି ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ମୋଟ ୫୬ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ୩୨ଜଣଙ୍କ ଚିକିତ୍ସା ଚାଲିଛି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା
Read More...

ବେଆଇନ କରତକଳ ଉପରେ ଚଢ଼ାଉ, ମୂଲ୍ୟବାନ କାଠ ଓ ମେସିନ ଜବତ

ସମ୍ବଲପୁର, ୧/୭- ନଗର ମଝିରେ ବହୁତ ଦିନରୁ ଚାଲୁଥିବା ଏକ କରତକଳ ଓ ସେଠାରେ ଫର୍ନିଚର ତିଆରି କାମ ଅନୁମତି ବିନା ବେଆଇନ ଭାବରେ ଚାଲୁଥିବା ଖବରପାଇ ଜିଲ୍ଲା ବନ ବିଭାଗ ଓ ଭିଜିଲାନ୍ସ ପକ୍ଷରୁ ଏହା ଉପରେ ମିଳିତ ଚଢ଼ାଉ ସହିତ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏହି ଅଭିଯାନରେ କ୍ଷେତରାଜପୁର
Read More...

କେହି ମାନୁନାହାନ୍ତି ସାମାଜିକ ଦୂରତା ନିୟମ !

ବୌଦ୍ଧ,୧/୭- କରୋନାକୁ ପ୍ରତିରୋଧ କରିବାପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଅପରିହାର୍ଯ୍ୟ । ଲୋକମାନେ କିନ୍ତୁ ଏକଥାକୁ ହେୟ ମନେକରି ଚାଲିଛନ୍ତି । ହାଟବଜାର ଠାରୁ ଆରମ୍ଭକରି ବ୍ୟାଙ୍କ ଯାଏ ସବୁସ୍ଥାନରେ ଖୋଲାଖୋଲି ହେଉଛି ଏହାର ଉଲ୍ଲଂଘନ । କଂଟାମାଳ ଠାରେ ଥିବା ଭାରତୀୟ ଷ୍ଟେଟ
Read More...

ବୌଦ୍ଧରେ ମଦର ବନ୍ୟା, ଚେଇଁ ଶୋଇଛି ଅବକାରୀ ବିଭାଗ

ବୌଦ୍ଧ,୧/୭- ବୌଦ୍ଧଜିଲ୍ଲାରେ ଲକଡାଉନ ସମୟରେ ଚୋରାମଦ ବେପାରୀମାନେ ପୁରା ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ଦେଶୀ ମହୁଲି ମଦ ରନ୍ଧାଯାଇ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳକୁ ନିୟମିତ ଚାଲାଣ ଖୋଲାଖୋଲି ଚାଲିଛି । ଏସବୁକୁ ଚଢାଉ କରିବା କାମ ଅବକାରୀ ବିଭାଗର ହେଲେ ମଧ୍ୟ
Read More...

ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର,୧/୭- ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି । ହେଲେ କଂଟେନମେଂଟ ଜୋନ୍ ର ଆବଶ୍ୟକତା ରହିଛି । ଯେଉଁଠି ଗୋଟେ କେଶ, ସେଠି କଂଟେନମେଂଟ ହେବନି । ଅଧିକ କେସ ଗୋଟେ ଏରିଆରୁ ଆସିଲେ କଂଟେନମେଂଟ ହେବ । ଟେଷ୍ଟ ଓ କଂଟେନମେଂଟ ରହିବ । ୫୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜଣେ ନୋଡାଲ
Read More...

ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ରୋଷେଇ ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟିବାରୁ ବୌଦ୍ଧ ସହର ୫ନମ୍ବର ୱାର୍ଡ ସୁଦସାହିରେ ୨ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି I ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବସ୍
Read More...

ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଫୁଲବାଣୀ: ଆଜି ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା I ଏହି କ୍ଲବ୍ ରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯେଉଁ ଠାରେ ୧୧ ଜଣ ଝିଅ ରକ୍ତ ଦାନ କରିଥିଲେ । ଏହି ଶିବିରକୁ ସିମାଞ୍ଚଳ ମୁଖୀଙ୍କ ନେତୃତ୍ବରେ ସର୍ଵେସ୍ବର ସାହୁ, ଅଭୟ
Read More...

ଦାରିଙ୍ଗ ବାଡ଼ି ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଏମିତି ! ଦୁଇଦିନ ତଳେ ପୋତାଯାଇଥିବା ପୋଲ ନଇଁ ପଡ଼ିଲା ଅଳ୍ପକେ…

ଦାରିଙ୍ଗବାଡ଼ି ୩୦/୬: କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଳକରେ ବିଦ୍ୟୁତ ବିଭାଗର କର୍ମକର୍ତ୍ତାମାନଙ୍କ ବେପରୁଆ ମନୋଭାଵ ଯୋଗୁଁ ବିନା କାରଣରେ ଲୋକଙ୍କ ଜୀବନ ହାନି ଘଟୁଛି l ତଥାପି ବିଦ୍ୟୁତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ l ଦିନକୁ ଦିନ ଅଞ୍ଚଳରେ ଘଟଣା ଦୁର୍ଘଟଣା
Read More...