ଭିମସାରରେ କରୋନା ପ୍ରବେଶ କଲା: ଆଜି ଦୁଇଜଣ ପଜିଟିଭ ଚିହ୍ନଟ ମଧ୍ୟରୁ ଜଣେ ଡାକ୍ତର
ସମ୍ବଲପୁର : ବାରବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲାପରି ଅନେକ ଆକଟ ଓ ସାବଧାନ ରହିବା ସତ୍ତ୍ୱେ ଆଜି ଏଠାକାର ବଡ଼ମେଡ଼ିକାଲ ଭିମସାରରେ କରୋନା ପ୍ରବେଶ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ ଜଣେ ୨୮ବର୍ଷୀୟ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି, ଯିଏକି!-->…
Read More...
Read More...