ଖରାଦିନ ସରିଗଲା କିନ୍ତୁ କାମରେ ଆସିଲାନି ପାଣି ଟାଙ୍କି
ବୌଦ୍ଧ,୨୮/୬(ହୀ.ପ୍ର)- ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତର ଗିରାସିଙ୍ଗା ଗ୍ରାମରେ ଥିବା ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଲୋକଙ୍କ କୌଣସି କାମରେ ଆସିଲାନାହିଁ । ଖରାଦିନ ସରିଗଲା ହେଲେ ପାଣିପାଇଁ ଡହଳବିକଳ ହେଉଥିବା ଗିରାସିଙ୍ଗାବାସୀଙ୍କ କଥା ପ୍ରଶାସନର କାନରେ ପଶିଲା ନାହିଁ!-->…
Read More...
Read More...