ପୁଲିସର ରାତିଅଧିଆ ଚଢାଉରେ ଅପହୃତ ବ୍ୟବସାୟୀ ଉଦ୍ଧାର ବନ୍ଧୁକମୁନରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଦିବାଲୋକ ଅପହରଣ…
ସମ୍ବଲପୁର,୧୧/୭- ସ୍ଥାନୀୟ ଶାସନ ଅଞ୍ଚଳରୁ ଗତକାଲି ମଧ୍ୟାହ୍ନ ସମୟରେ ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ପୁଲିସ ଅଧରାତିରେ ଖୋଜି ଉଦ୍ଧାର କରିବାରେ ସଫଳ ହୋଇଛି । ପୁଲିସର ଏହି ସଫଳତା ବିଷୟରେ ସମ୍ବଲପୁର ପୁଲିସ ଅଧିକ୍ଷକ ଡ଼ା କେ ଭି ସିଂହ ଗତରାତି ପ୍ରାୟ ୧୨.୩୦ରେ ମିଡିଆକୁ ହ୍ୱାଟସଅପ!-->…
Read More...
Read More...