ଏସିଆର ସର୍ବବୃହତ ସୌରଶକ୍ତି ପ୍ଲାଣ୍ଟ ଲୋକାର୍ପିତ

ନୂଆଦିଲ୍ଲୀ : ଭାରତକୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନିର୍ଭରଶୀଳ କରିବା ଦିଗରେ ଦେଶ ଆଉ ପାଦେ ଆଗକୁ ଯାଇଛି । ଆଜି ରେୱା ଅଲଟ୍ରା ମେଗା ସୌରଶକ୍ତି ପ୍ରକଳ୍ପ ବା ପ୍ଲାଣ୍ଟ ଲୋକାର୍ପିତ ହୋଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିଛନ୍ତି ।
Read More...

ଲଦାଖ୍ ସ୍ଥିତିର ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ : ଗତ କିଛିଦିନ ମଧ୍ୟରେ ଲଦାଖ୍ର ଏଲ୍ଏସିରେ ସ୍ଥିତି ପୂର୍ବାପେକ୍ଷା ବହୁମାତ୍ରାରେ ସୁଧୁରିଛି । ଚୀନ୍ ସୈନ୍ୟମାନେ ଏକାଧିକ ପାଟ୍ରୋଲିଂ ପଏଣ୍ଟରୁ ହଟିଯାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ଏହାପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Read More...

ସମର୍ପିତ ଓଡିଶା ,ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଆଜି ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ସହଯୋଗ ରେ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ହାଉସିଂ ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ
Read More...

ବୌଦ୍ଧ ହେଲା ନକ୍ସଲମୁକ୍ତ ଜିଲ୍ଲା- ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ

ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲାକୁ ସରକାର ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିବା ସଂପର୍କରେ ଆଜି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ
Read More...

ସେବା ଫାଉଣ୍ଡେସନ ପକ୍ଷରୁ ସହରରେ ବୁଲା ଷଣ୍ଢ ଓ ଗାଈ ଙ୍କ ସିଙ୍ଗ ରେ ଲଗାଗଲା ଲାଲ ଷ୍ଟିକର।

ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁ ମାନେ ଖାଦ୍ୟ ଅଭାବ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟ ରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣା ର ଶିକାର ହୋଇ ଅକାଳ ରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଗୋ ବଂଶ ର
Read More...

ସମ୍ବଲପୁରରେ ଆଜି ୨ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦୁଇଜଣ ପଜିଟିଭ ଚିହ୍ନଟ ହେଲାପରେ ଏହି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୦କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଫେରିଯିବା ପରେ ବାକି ୬୦ଜଣଙ୍କ ଚିକିତ୍ସା ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ
Read More...

ଭିମସାରରେ ୪ଜଣ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ : ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ୨ଦିନିଆ ସଟଡାଉନ

ସମ୍ବଲପୁର : ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳରେ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଭିମସାରର ଆଇସୋଲେଶନ ୱାର୍ଡରେ ୨୪ଘଣ୍ଟା ଭିତରେ ଚାରିଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତ୍ୟୁ ପରେ ଏଠାରେ ସବୁଆଡେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ଚାରିଜଣଙ୍କ ଲକ୍ଷଣ ଅନୁଧ୍ୟାନ କରି ସନ୍ଦିଗ୍ଧ କରୋନା ମାମଲା ଭାବେ
Read More...

ଗଜପତିରେ ପୁଣି ୩୦ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୦/୭- ଗଜପତିରେ ପୁଣି ୩୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ରାୟଗଡ ବ୍ଳକରୁ ୫ ଜଣ, କାଶୀନଗର ବ୍ଳକରୁ ୨ ଜଣ ଓ ଗୋଶାଣୀ ଜଣେ, ମୋହନା ବ୍ଳକରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ।
Read More...

ରାମଗଡ ଗ୍ରାମର ଯୁବକ ପାରାଦ୍ୱୀପରେ ନିଖୋଜ !

ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଜଣେ ଯୁବକ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ ନିଖୋଜ ହୋଇଯାଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାମଗଡ ଗ୍ରାମର ଏକାଦଶୀ ମାହାରଙ୍କ ସାନପୁଅ ସନ୍ତୋଷ ମାହାର (୨୪) ନୟାଗଡ ଅଞ୍ଚଳର ଏକ ଟ୍ରକରେ
Read More...

ବସୁନ୍ଧରା ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ ପାଇଁ ଏମ୍ସିଏଲ୍ ତରଫରୁ ୮୯.୭୦ ଲକ୍ଷ ଟଙ୍କା ମଞ୍ଜୁରୀ

ସମ୍ବଲପୁର : ଗ୍ରାମାଞ୍ଚଳ ସ୍କୁଲର ଭିତ୍ତିଭୂମିର ବିକାଶ ତଥା ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ତରପରୁ ବସୁନ୍ଧରା କ୍ଷେତ୍ରର ପାଶ୍ୱର୍ବର୍ତ୍ତୀ ଗ୍ରାମର ପଢ଼ୁଥିବା ୬୦ ଜଣ ଏସ୍ସି, ଏସ୍ଟି ଛାତ୍ରମାନଙ୍କ ପାଇଁ ଟିକିଲିପଡ଼ାସ୍ଥିତ ବସୁନ୍ଧରା ଉଚ୍ଚ ବିଦ୍ୟାଳୟରେ
Read More...