ଆସାମ ବନ୍ୟା : ବଢିପାଣିରେ ପଶି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଏହି ବିଧାୟକ, ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆସାମ ସରକାରର ଜଣେ ବିଧାୟକ ମୃଣାଳ ସୈକିୟା ସୁଦୁର ଗାଁରେ ବଢିପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଆସାମରେ ଏହି ସମୟରେ ୨୪ ଜିଲ୍ଲାର ୨,୦୧୫ ଗାଁର ୧୩ଲକ୍ଷ ଲୋକ ପ୍ରଭାବିତ!-->…
Read More...
Read More...