କେବେ ସୁଧୁରିଲା ନାହିଁ ବହିରା – ତେନ୍ତୁଲିପାଲି ରାସ୍ତା
ବୌଦ୍ଧ - ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତର ବହିରା ଏମ. ଇ. ସ୍କୁଲ ଠାରୁ ପୁରୁଣା ବହିରା ଦେଇ ତେନ୍ତୁଳି ପାଲି ଗ୍ରାମକୁ ଯାଇଥିବା ରାସ୍ତାରେ ଟିକିଏ ବର୍ଷା ହେଲେ ଯିବା ଆସିବା କରିବା କଷ୍ଟକର ହୋଇଥାଏ | ପ୍ରତିବର୍ଷ ବ୍ଲକ୍ ଓ ଗ୍ରାମ ପଂଚାୟତ ତରଫରୁ ଲକ୍ଷ ଲକ୍ଷ ଟଂକାର କାମ କରାଯାଉଥିଲେ!-->…
Read More...
Read More...