ମାଳମାଳ ସରକାରୀ ଯୋଜନା : ଅସହାୟ ଭାବେ ଭିକ ମାଗି ଚଳୁଛନ୍ତି ଭିନ୍ନକ୍ଷମ ଦମ୍ପତ୍ତି
ବୌଦ୍ଧ : ଜନ୍ମରୁ ମୃତ୍ୟୁ ଯାଏଁ ମାଳ ମାଳ ଯୋଜନା ଖଞ୍ଜି ରଖିଥିବା ସରକାର କହୁଥିବା ବେଳେ ତାହା ବାସ୍ତବରେ କେତେ ସୁଫଳ ମିଳୁଛି ତାର ଏକ ନଗ୍ନ ଉଦାହରଣ ଆଠମଲ୍ଲିକ ଉପଖଣ୍ଡରେ ଦେଖିବାକୁ ମିଳେ । ଆଠମଲ୍ଲିକ ଉପଖଣ୍ଡ ସଦର ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ବେଲତଇଲା ଗ୍ରାମରେ ରହୁଥିବା ଭିନ୍ନକ୍ଷମ!-->…
Read More...
Read More...