ସଟଡାଉନର ପ୍ରଥମ ଦିନରେ ଦୋକାନ ବଜାର ବନ୍ଦ, ରାସ୍ତାଘାଟ ସୁନସାନ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଅନୁପମ ସାହା ଏଠାରେ ତିନିଦିନ ସଟଡାଉନ ଘୋଷଣା କରିଛନ୍ତି ସହରର ପ୍ରତ୍ୟେକ ପ୍ରବେଶ ପଥକୁ ସିଲ କରାଯାଇଛି ରାୟଗଡା ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ!-->…
Read More...
Read More...