କୋଭିଡ ନିୟମ ଉଲ୍ଲଙ୍ଘନ,ଦୁଇ ଜଳଖିଆ ଦୋକାନକୁ ବନ୍ଦ କଲା ପ୍ରଶାସନ
ବୌଦ୍ଧ,୧୧/୭ - ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଦୋକାନ ଓ ଜନସାଧାରଣ ମାନଙ୍କ ଉପରେ ଚଢାଉକରି ଜୋରିମାନା ଆଦାୟ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଙ୍ଘନ କରି ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିନଥିବା ଦୁଇଟି ଜଳଖିଆ ଦୋକାନକୁ ୩ ଦିନ ପାଇଁ!-->…
Read More...
Read More...