ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, 2 ଗୁରୁତର

ବୌଦ୍ଧ - ଆଜି ସନ୍ଧ୍ୟା 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ରଇଠାଣି ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ ଜଣେ 4 ବର୍ଷର ଶିଶୁ ସମେତ 2 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସ୍କୁଟି ଯୋଗେ ବଉଦ ସହରରୁ ରଇଠାଣି ଗ୍ରାମର ଜନୈକ
Read More...

ଗଜପତିରେ ପୁଣି ୫୭ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତିରେ ୫୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୪ ଜଣ ଆନ୍ଧ୍ର ପ୍ରଦେଶରୁ,୧୦ ଜଣ ତେଲେଙ୍ଗାନାରୁ, ୬ ଜଣ ମହାରାଷ୍ଟ୍ରରୁ ,ଜଣେ ଗୁଜରାଟରୁ,ଜଣେ କର୍ଣ୍ଣାଟକ, ଜଣେ
Read More...

ବୀର ସହିଦ ଚନ୍ଦ୍ରକାନ୍ତଙ୍କ ପାଇଁ କାନ୍ଦୁଛି କନ୍ଧମାଳ

କନ୍ଧମାଳ : ଚାଇନା ସୀମାନ୍ତ ଲଦାଖର ଗୋଲୀୱାନା ଠାରେ ଲାଗି ରହିଥିବା ବିବାଦକୁ ନେଇ ହୋଇଥିବା ଭାରତୀୟ ସେନା ଓ ଚାଇନା ସେନାଙ୍କ ମୁହାଁମୁହିଁରେ ୨୦ଯବାନ ସହିଦ ହୋଇଥିବା ବେଳେ ଓଡ଼ିଶାରୁ ୨ ଯବାନ ସହିଦ ହୋଇଛନ୍ତି ।୨ ଯବାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଡିଙ୍ଗିଆ ପଞ୍ଚାୟତ
Read More...

ପହଞ୍ଚି ପାରୁନି ସରକାରୀ ସହାୟତା

ଫୁଲବାଣୀ: ସହାୟତା ଦେବା ତ ବହୁ ଦୂରର କଥା ଶୁଣିବା ପାଇଁ ମଧ୍ୟ ତାଙ୍କୁ ସାତ ସପନ ଲାଗୁଛି । ତଥାପି ଗରିବ ନିରୀହ ମହିଳା ମାନେ ନିଜ ଜୀବନ କୁ ବଞ୍ଚେଇବା ପାଇଁ ମୂଲ ମଜୁରିକରି କିଛି ଅର୍ଥ ଉପାର୍ଜନ କରି ପରିବାର ଓ ନିଜର ପେଟ ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି । ଅନେକ କ୍ଷେତ୍ରରେ ମହିଳା ମାନେ
Read More...

ବୌଦ୍ଧରେ ଏବର୍ଷ ରଥଯାତ୍ରା ବନ୍ଦ, କେବଳ ଠାକୁରଙ୍କ ନୀତିକାନ୍ତି ପାଳନ

ବୌଦ୍ଧ:ଚଳିତବର୍ଷ ବୌଦ୍ଧରେ ରଥଯାତ୍ରା ପାଳନକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଥିଲା ଆଜି ତାର ଯବନିକା ପଡିଛି । ରଥଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମନା କରିଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ଏହା କହିଛନ୍ତି । କେବଳ
Read More...

ହାଇକୋର୍ଟଙ୍କ ସର୍ତ୍ତ : ମୁଣ୍ଡିପଦର ଗ୍ରାମର ଷଣ୍ଢେଶ୍ୱର ଲଗାଇବେ ଶହେଚାରା

ବୌଦ୍ଧ: ଏକ ମାମଲାରେ ଅଭିଯୁକ୍ତ ଥିବା ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ଜନୈକ ଯୁବକଙ୍କୁ ଜାମିନ ମଞ୍ଜୁରକରି ଏକ ଅଭିନବ ସର୍ତ୍ତ ରଖିଛନ୍ତି ମାନ୍ୟବର ଓଡିଶା ହାଇକୋର୍ଟ । ଜାମିନରେ ଯିବାପରେ ଅଭିଯୁକ୍ତ ନିଜ ଗ୍ରାମରେ ୧୦୦ଟି ଚାରା ରୋପଣ କରିବାକୁ ବିଚାରପତି ଜଷ୍ଟିସ
Read More...

ଦନ୍ତା ହାତୀର ମୃତଦେହ ଉଦ୍ଧାର

ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାହାତୀ ର ମୃତଦେହ ବନ ବିଭାଗ ଉଦ୍ଧାର କରିଛି | ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ହାତୀ ଦାନ୍ତ ପାଇଁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି l ହାତୀ ଶରୀରର ବିଭିନ୍ନ ସ୍ଥାନରେ ଗୁଳିର କ୍ଷତ
Read More...

ରାଜ୍ୟରେ ପୁଣି ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୪୩୩୮ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତିରେ ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁ ଫେରନ୍ତା, ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ଅଟନ୍ତି ଜଣେ ତେଲେଙ୍ଗାନାରୁ ଫେରନ୍ତା ଅଟନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଅସ୍ଥାୟୀ
Read More...

ହୀରାକୁଦ ଜଳଭଣ୍ଡାରରେ ବର୍ଷାଜଳ ପ୍ରବେଶ ଆରମ୍ଭ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଆଜି ପ୍ରଥମକରି ବର୍ଷା ଜଳ ପ୍ରବେଶ ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟା ରେ ଏହାର ଜଳସ୍ତରରେ ୦.୪୮ଫୁଟ ବୃଦ୍ଧି ହୋଇଛି । ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୮.୨୯ଫୁଟ ରେକର୍ଡ କରାଯାଇଛି ଓ ୨୪ଘଣ୍ଟା ପୂର୍ବେ ଏହା ୬୦୭.୮୧ଫୁଟ ରହିଥିଲା । ଏବିଷୟରେ
Read More...