ବାୟୁଦ୍ୱାରା କରୋନା ସଂକ୍ରମଣ ହେଉଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଜେନିଭା : ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବା ମହାମାରୀ କରୋନା ଭାଇରସ ସଂକ୍ରମଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ବଡ଼ ଘୋଷଣା କରିଛି । କରୋନା ବାୟୁଦ୍ୱାରା ମଣିଷକୁ ସଂକ୍ରମିତ କରୁଛି ବୋଲି ସଂଗଠନ ସ୍ୱୀକାର କରିଛି । ବାୟୁଦ୍ୱାରା ଏହା ବ୍ୟାପୁଥିବା ପ୍ରମାଣକୁ ଏହା ସ୍ୱୀକାର!-->…
Read More...
Read More...