ବାଲିଗୁଡା ବ୍ଲକରେ ୮ କେନ୍ଦ୍ରରେ ୧୪୩୩ଜଣ ଦେଲେ ମ୍ୟାଟ୍ରିକ ପରୀକ୍ଷା
ବାଲିଗୁଡା: ଆଜିଠୁ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷା । ଏଥିରେ ବାଲିଗୁଡା ବ୍ଲକରେ ୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୩୪୫୬ ଜଣରୁ ୧୪୩୩ ଜଣ ପରୀକ୍ଷା ଦେଇଛନ୍ତି । ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି । ଏହାକୁ ସୁରକ୍ଷା ବଳୟରେ ରଖାଯାଇଛି । ଆଜି ପ୍ରଥମ ଦିନରେ!-->…
Read More...
Read More...