ସମ୍ବଲପୁର ବିଜେପି ସଭାପତି ହେଲେ ରାମଚନ୍ଦ୍ର ମେହେର
ଭୁବନେଶ୍ୱର: ରାମଚନ୍ଦ୍ର ମେହେର ସମ୍ବଲପୁର ଜିଲ୍ଲା ବିଜେପି ସଭାପତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାମଚନ୍ଦ୍ର ମେହେରଙ୍କୁ ସମ୍ବଲପୁର ଜିଲା ବିଜେପି ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଦଳ ପକ୍ଷରୁ ପ୍ରେସ ଇସ୍ତାହାର ଜରିଆରେ ସୂଚନା ଦିଆଯାଇଛି।
Read More...
Read More...