ସେବା ମହୋତ୍ସବରେ “ସେବା ୨୪x୭’ ପୋର୍ଟାଲ ଜନତାଙ୍କ ସେବାରେ ଲୋକାର୍ପିତ

ହରଭଙ୍ଗା : ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ, ଆନୁକୂଲ୍ୟରେ ଅନୁଷ୍ଠିତ "ପ୍ରଥମ ସେବା ମହୋତ୍ସବ'ର ଉଦଘାଟନୀ ଦିବସରେ ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ଲୋକାର୍ପିତ ହୋଇଛି ପୋର୍ଟାଲ ନିୟୁଜ ଚ୍ୟାନେଲ "ସେବା ୨୪x୭'
Read More...

ଓୟୁଜେ କନ୍ଧମାଳ ପକ୍ଷରୁ ସ୍ମାରକପତ୍ର

ଫୁଲବାଣୀ ୬ ।୨ : ସାମ୍ବାଦିକ ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଦାବିରେ, ଓଡିଶା ସାମ୍ବାଦିକ ୟୁନିଅନ୍‌ କନ୍ଧମାଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ତାଙ୍କର
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ:୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ହେଲେ ସାମିଲ

ଭୁବନେଶ୍ୱର: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା
Read More...

“ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା' ରେ ଆଉ ତିରିଶ ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା ।୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି
Read More...

ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକାଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର:ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁବର୍ଣ୍ଣପୁର ଗସ୍ତରେ ଆସି ଏହି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପ୍ରଥମେ ସେ ନିକଟବର୍ତ୍ତୀ ଉଲୁଣ୍ଡା ବ୍ଲକର ମୁଣ୍ଡଘାଟ ଓ ନାୟକପଡା ଅଙ୍ଗନବାଡି କେନ୍ଦ୍ର
Read More...

ସେବା ମହୋତ୍ସବ ଉଦଘାଟିତ, ଦେବାରେ ଆନନ୍ଦ….

ହରଭଙ୍ଗା,୬/୨:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର "ଜର୍ଣ୍ଣାଲିଷ୍ଟ ଆସୋସିଏସନ, ହରଭଙ୍ଗା "ଆନୁକୂଲ୍ୟରେ ମଙ୍ଗଳବାର ଦିନ ଠିଡ଼ିକାଜୋର ଜଗନ୍ନାଥ ମନ୍ଦିର ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସେବା ମହୋତ୍ସବ । ପ୍ରଥମେ ସର୍ବ ଭାରତୀୟ ସାଧୁ ସନ୍ଥ ସମ୍ମିିଳନୀର ଖଣ୍ଡଗିରି ସାଧୁ ଓ
Read More...

ବୌଦ୍ଧରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ

ବୌଦ୍ଧ,୬/୨:- ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ ଅବସରରେ ବୌଦ୍ଧରେ ମଧ୍ୟ ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ସଦର ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବୌଦ୍ଧ ସହରର
Read More...

ବୌଦ୍ଧରେ ଦୁଇଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ:- ଆଜି ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ ଆଇଜିପି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସର୍ମପଣ କରିଥିବା ଦୁଇ ହାର୍ଡକୋର ମାଓବାଦୀ ହେଲେ ମନୀଷା ଥାଟି (୨୧) ଏବଂ ଚମ୍ପା କୋରାମ (୨୨) । ଉଭୟେ ଛତିଶଗଡର । ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟ
Read More...

ବୌଦ୍ଧ ଜିଲ୍ଲାପାଳଙ୍କ କାରକୁ ରାସ୍ତାରେ ଅଟକାଇ ସମସ୍ୟା ଜଣାଇଲେ ମହିଳା

ବୌଦ୍ଧ : ଆଜି ଅପରାହ୍ନ ୨ ଘଣ୍ଟିକା ସମୟରେ ବୌଦ୍ଧ ବ୍ଲକ୍‌ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଜେ ସୋନାଲ ନିଜ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ତାଙ୍କ କାରକୁ ରାସ୍ତାରେ ଅଟକାଇ ମହିଳାମାନେ ତାଙ୍କର ସମସ୍ୟା ଜଣାଇଥିଲେ । ଦୀର୍ଘ ୨ ମାସ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରୀବ ଜନସାଧାରଣ
Read More...

ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳକୁ ନେଇ ବୈଠକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କିଛି ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ନେଇ ଏକ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଡ଼ା.ରୀନା
Read More...