ସମୁଦ୍ରରେ ବୁଡି ଯାଉଥିଲେ, ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ : ବେଳାଭୂମିରେ ସ୍ନାନ କରିବା ସମୟରେ ବୁଡିଯାଉଥିବା ତିନିଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଚୈତନ୍ୟ ଛକ ୯ ନମ୍ବର ସେକ୍ଟରରେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ ଝାଡ଼ଖଣ୍ଡରୁ ଆସିଥିବା ତିନିଜଣ ପର୍ଯ୍ୟଟକ । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ
Read More...

ଆଜିଠୁ ପରିକ୍ରମା ନିମନ୍ତ୍ରଣ: କାର୍ଡ ବାଣ୍ଟିବା ପାଇଁ ବାହାରିଲେ ୩୦ଟି ଦଳ

ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ସହ ଯୋଡିହେବ ଭାରତବର୍ଷର କୋଣ ଅନୁକୋଣରେ ଥିବା ଅନେକ ଶକ୍ତିପୀଠ, ଭାରତବର୍ଷର ୪ ଧାମ ଓ ୧୨ଜୌତିଲିଙ୍ଗ । ଏହା ସହ ଓଡିଶାରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ଓ ଦାରୁ ଉତ୍ପତ୍ତି ସ୍ଥଳ । ସେଥିପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିମନ୍ତ୍ରଣ ପର୍ବ ।ଆସନ୍ତା
Read More...

ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : କୁଷ୍ଠମୁକ୍ତ ଅନ୍ତେବାସୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ତଥା ଶୀତ ବସ୍ତ୍ର ପ୍ରଦାନ ଆଜି ଲେପ୍ରା ସୋସାଇଟି ତଥା ସୁବର୍ଣ୍ଣପୁର କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କର ସୋସାଇଟି କାର୍ଯ୍ୟାଳୟ ପରିସରରେ ସକାଳ ନଅଟା ବେଳେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ପାଠକ ବହିମନସ୍କ ହୁଅନ୍ତୁ ,୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦଘାଟିତ

ପୁରୀ: ସମାଜରେ ହିତ, ଏକ ଶୃଙ୍ଖଳିତ ସମାଜ ଓ ସଂସ୍କୃତିମୟ ପରିବାର ପାଇଁ,ସାହିତ୍ୟ ସ୍ୱର ଉଠାଇବା ଆଜିର ଆବଶ୍ୟକତା ବୋଲି କହିଛନ୍ତି ବିଶିଷ୍ଟ ଗୀତିକାର, ପ୍ରାବନ୍ଧିକ, ଗାଳ୍ପିକ ତଥା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା
Read More...

ବରଗଡ଼ ଧନୁଯାତ୍ରା ଗୋପପୁର ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ

ବରଗଡ : ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ । ଏହି ମହୋତ୍ସବ ସମୟରେ ବରଗଡ଼ ସହର ମଥୁରା ନଗରୀ ପାଲଟୁଥିବାବେଳେ ଅମ୍ବାପାଲି ଗୋପପୁର ହୋଇଥାଏ । ଆଉ ଏହି ଉଭୟ ସହର ମଝିରେ ଥିବା ଜୀରା ନଦୀ ଯମୁନା ପାଲଟି ଥାଏ । ଧନୁଯାତ୍ରା କଥାବସ୍ତୁର କୃଷ୍ଣ ବଳରାମ ଓ
Read More...

ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଆରମ୍ଭ

ପୁରୀ : ବଡଦିନ ଓ ନୂଆବର୍ଷ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଆରମ୍ଭ ହୋଇଛି । ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଛାୟତଙ୍କ ଦ୍ୱାରା ୭ ଦିନିଆ ବାଲୁକା କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । କୋଣାର୍କ ଏନଏସି ଅଧକ୍ଷା
Read More...

୨୦ ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍‌ ଉଦଘାଟିତ,୪-୧ଗୋଲରେ ସୋନପୁର ବିଜୟୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ଲାଲ୍‌ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ତିଲେଶ୍ୱର୍‌ଠାରେ ବହୁ ପୁରାତନ ୨୦ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍‌ ସୋମବାର ଦିନ ମୁଖ୍ୟ ଅତିଥି ବ୍ଲକ୍‌ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ଆୟୋଜକ ବଜାର
Read More...

୨ ଟନ୍‌ ପିଆଜରେ ସାନ୍ତାକ୍ଲଜ

ପୁରୀ : ଖ୍ରୀଷ୍ଟମାସ ଅବସରରେ ବାଲୁକାକଳାରେ ଗିଫ୍ଟ ଏ ପ୍ଲାଣ୍ଟ , ଗ୍ରୀନ ଦ ଆର୍ଥର ବାର୍ତ୍ତା ।ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଗଢ଼ିଛନ୍ତି ବିଶ୍ୱର ସବୁଠାରୁ ବଡ ସାଣ୍ଟା କ୍ଲଜ୍‌ । ଯେଉଁଥିରେ ପ୍ରାୟ ୨ ଟନ୍‌ ଓଜନର ପିଆଜର ବ୍ୟବହାର ହୋଇଛି ।୧୦୦ ଫୁଟ୍‌ ଲମ୍ବା ଓ ୨୦
Read More...

ବଡଦାଣ୍ଡରେ ଗହଳି, ଜଗା ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ

ପୁରୀ :ପାଖେଇ ଆସୁଛି ନବ ବର୍ଷ । ବର୍ଷ ଶେଷ ହୋଇ ଆସୁଥିବା ବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ରହିଚି । ତେବେ ଆସନ୍ତା ନୂଆ ବର୍ଷ ନିଜ ପରିବାର, ବନ୍ଧୁ ବର୍ଗ ସମେତ ସାରା ବିଶ୍ୱ ବାସୀଙ୍କ ପାଇଁ ମଙ୍ଗଳ ମୟ ହେଉ ବୋଲି ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ।
Read More...

ଖ୍ରୀଷ୍ଟମାସ ଅବସରରେ ସଚେତନତା ଭିତ୍ତିକ ବାଲୁକା କଳା

ପୁରୀ : ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ନିର୍ମାଣ କରାଯାଇଛି ବିଭିନ୍ନ ସଚେତନତା ଭିତ୍ତିକ ବାଲୁକା କଳା ।ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ନିର୍ମାଣ କରିଛନ୍ତି ବାଲୁକା ସାନ୍ତା କ୍ଲଜ । ସେ ଏହି ବାଲୁକା କଳାରେ ସେଭ୍‌ ଟ୍ରିର ବାର୍ତ୍ତା ପ୍ରଚାର ପ୍ରସାର କରିଛନ୍ତି
Read More...