ଖଡ଼ିଆଳ ବନ ବିଭାଗକୁ ବଡ଼ ସଫଳତା;ବାଘ ଛାଲ ଡିଲ୍ ବେଳେ ମାଡିବସିଲା ବନ ବିଭାଗ, ୭ଗିରଫ
ନୂଆପଡ଼ା ୧୧/୦୧(ହୀ.ପ୍ର)ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ବଡ ସଫଳତା । ବାଘ ଛାଲ ଡିଲ୍ ବେଳେ ମାଡିବସିଲା ବନ ବିଭାଗ । ୨ଟି ବାଘ ଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି । ଖଡ଼ିଆଳ ଶ୍ୟାମକୁମ ଲଜ ଓ ବରପଦର ଛକ ନିକଟରୁ ଦୁଇଟି ବାଘ ଛାଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କୁ!-->…
Read More...
Read More...