ଯାଜପୁର ଜିଲ୍ଲାର ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ଯାଜପୁର: ଆଜି ପୂର୍ବାହ୍ନରେ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ଶ୍ରୀ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚୂଡାନ୍ତ ଭେଟର ତାଲିକା ୨୦୨୪ ପ୍ରକାଶନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଭାରତର ନିର୍ବାଚନ
Read More...

ପ୍ରତ୍ୟକ୍ଷ ମା’ ବାଙ୍କଦେବୀ ଯାତ୍ରା ଉଦଯାପିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲାର ଐତିହ୍ୟ ପରମ୍ପରା ବିଚାରକୁ ନେଲେ୧୮୦୦ ଶତାଦ୍ଧୀରୁ ପୂଜା ପାଇ ଆସୁଥିବା ପ୍ରତ୍ୟକ୍ଷ ମା ବାଙ୍କଦେଇଙ୍କ କରୁଣା ଅତୁଳନୀୟ । ଶତାଦ୍ଦୀ ଧରି ଚାଲୁ ରହିଥିବା ରୀତିନୀତିରେ ମା ବାଙ୍କଦେବୀ ହରଭଙ୍ଗା ବ୍ଲକ କୁମାରୀ ଗ୍ରାମରେ ଅଂଚଳ ଏକ ଗୁପ୍ତ ପାହାଡ଼ରେ ମା ବର୍ଷକୁ ଥରେ
Read More...

ଉପଖଣ୍ଡ ସ୍ତରୀୟ ୭୫ତମ ଜନରାଜ୍ୟ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା: ଚଳିତ ବର୍ଷ ଦେଶ ପାଳିବ ୭୫ ତମ ଜନରାଜ୍ୟ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ୭୫ ତମ ଜନରାଜ୍ୟ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ
Read More...

ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବାଲିଗୁଡ଼ା: ଆଜି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ମଧୁମିତଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷଠାରେ ସକାଳ ୧୦ ଘଟିକା ୩୦ ମିନିଟ ସମୟରେ ବାଲିଗୁଡା ଏବଂ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମୁଦାୟ ୪୧୯ ଗୋଟି ବୁଥର ସମସ୍ତ ମତଦାତାଙ୍କ ଚୂଡାନ୍ତ ଭୋଟର ତାଲିକା
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରକଳ୍ପ, ଶ୍ରୀଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି । ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ
Read More...

ହାଇଟେକ୍ ହସ୍ପିଟାଲ୍ ବିସ୍ପୋରଣ: କିଏ ମୃତ,କିଏ ଜୀବିତ..

ଭୁବନେଶ୍ୱର : ହାଇଟେକ୍ ହସ୍ପିଟାଲ୍ ବିସ୍ପୋରଣ ମାମଲାରେ କିଏ ମୃତ, କିଏ ଜୀବିତ ତାକୁ ନେଇ ଉପୁଜିଛି ଦ୍ୱନ୍ଦ । କିଛି ଦିନ ତଳେ ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା କହି ଏକ ଶୀରରର ଅନ୍ତିମ ସଂସ୍କାର ହୋଇସାରିଥିବା ବେଳେ ବର୍ତ୍ତମାନ ଦିଲ୍ଲୀପ ଜୀବିତଥିବା ନେଇ ସୂଚନା ଦେଇଛନ୍ତି ହାଇଟେକ୍
Read More...

ଦଶପଲ୍ଲାରୁ ଗଡିବ ରେଳ, ଟ୍ରେନ ପାଇଁ ସମୟ ସାରଣୀ ନିର୍ଦ୍ଧାରିତ

ଦଶପଲ୍ଲା : ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ ଆସନ୍ତାକାଲି ହେବାକୁ ସ୍ଥିର ହୋଇଥିବାବେଳେ ନିର୍ଦ୍ଧାରିତ ହୋଇଛି ସମୟ ସାରଣୀ । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନଂ ୦୮୪୩୦ ଦଶପଲ୍ଲାରୁ ସକାଳ ୬:୩୦ରୁ ବାହାରିବ । ନୂଆଗାଁରେ ୬:୪୪ରେ ପହଞ୍ଚି ୬:୪୫ରେ ଛାଡିବ । ଏହା ପର
Read More...

ଟଙ୍କା ସହ ଧରାପଡିଲେ ବିଟ୍‌ ଫରେଷ୍ଟ ଗାର୍ଡ

ନନ୍ଦାହାଣ୍ଡି : ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଲେ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ ଫରେଷ୍ଟ ଗାର୍ଡ ବିନାୟକ ସୋରି ବାଇକରେ ଏକ ଲକ୍ଷ ତେପନ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କୌଣସି ବିଶେଷ ସୁତ୍ରରୁ ଖବର ପାଇ ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ
Read More...

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକକୁ ଗିରଫ କଲା ପୁଲିସ

ପୁରୀ : ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ପୁରୀ ପୋଲିସ ଏନକାଉଣ୍ଟର କରିଥିବା ବ୍ରହ୍ମଗିରି ପଲଙ୍କର ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଓରଫ୍‌ ସନ୍ତୋଷ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁତର ଆହତ ହୋଇଛି ସନ୍ତୁକୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ
Read More...

ବ୍ଲକ୍‌ ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଘାଟିତ

ହରଭଙ୍ଗା : ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶାର କ୍ରୀଡା ଉତ୍ସବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଗୁରୁବାର ଦିନ ବ୍ଲକ୍‌ ସ୍ତରୀୟ କ୍ରୀଡ଼କ୍ଷ ଉତ୍ସବ ଉଦଘାଟିତ ହୋଇଯାଇଛି । ସକାଳ ୧୦ ଟା ରେ ମା' ଭୈରବୀ ମନ୍ଦିରରୁ ଦିବ୍ୟଜ୍ୟୋତି
Read More...