ଗଜ ସାଥୀଙ୍କୁ ଉପକରଣ ବଣ୍ଟନ

ଚମ୍ପୁଆ: ଚମ୍ପୁଆ ରେଂଜର ହାତୀଙ୍କ ଗତି ବିଧିକୁ ଲକ୍ଷ୍ୟ କରିବା ଏବଂ ଧନଜୀବନକୁ ସୁରକ୍ଷା ଦେବା ନିମନ୍ତେ ନିଯୁକ୍ତ ହୋଇଥିବା ତଥା ବିଭିନ୍ନ ଗ୍ରାମରେ କାର୍ଯ୍ୟ କରୁଥିବା ଗଜ ସାଥୀଙ୍କୁ ଚମ୍ପୁଆ ବନ ବିଭାଗ ପକ୍ଷରୁ ଉପକରଣ ବଂଟନ କରାଯାଇଛି । ଚମ୍ପୁଆ ରେଂଜରେ ପ୍ରାୟ ୬୦ ଜଣ ଗଜ ସାଥୀ କାର୍ଯ୍ୟ
Read More...

କଳା,ସାହିତ୍ୟ ଓ ସଂସ୍କୃତିର ବର୍ଣ୍ଣାଢ୍ୟ ମହାକୁମ୍ଭ ଚଇତି ମହୋତ୍ସବରେ ଦୁଲୁକୁଛି ଚଇତି ମଂଚ

ରାୟଗଡା: ରାୟଗଡା ଜିଲ୍ଳାର କଳା ସଂସ୍କୃତିର ପୁରୋଧା ତଥା ଅମୃତର ସନ୍ତାନ ଡଙ୍ଗରିଆ କନ୍ଧ,ଲାଂଜିଆ ସଉରା,ପରଜା ଇତ୍ୟାଦି ଜନଜାତିମାନଙ୍କର କଳା,ସଂସ୍କୃତି ଓ ପରମ୍ପରାକୁ ଲୋକ ସମାଜରେ ପରିଚିତ କରାଇବା ତଥା ଉଦଜୀବିତ କରି ରଖିବାରେ ଚଇତି ଏକ ଅନ୍ୟନ୍ୟ ମଂଚ ସୃଷ୍ଟି କରିପାରିଛି । ଦଶନ୍ଧି ଦଶନ୍ଧି
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଶୁଭାରମ୍ଭ

ବୌଦ୍ଧ,୨୬/୧୨:- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅଙ୍ଗନୱାଡି କେନ୍ଦ୍ର ବଘିଆପଡା ଠାରେ ଆଜି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ
Read More...

ଦ୍ୱିତୀୟ ଦିନରେ ୨୦ ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍‌, ସମ୍ବଲପୁରକୁ ହରାଇ ସେମିରେ ଖୋର୍ଦ୍ଧା

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ଲାଲ୍‌ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍‌ର ଦ୍ୱିତୀୟ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନ ରେ ସମ୍ବଲପୁର ମର୍ଣ୍ଣିଙ୍ଗ କ୍ଲବ ସହିତ ଖୋର୍ଦ୍ଧା ରଘୁନାଥ କ୍ଳବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ
Read More...

ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ରୋୟାଲ ପଡ଼ିଆଠାରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ଯାଏ ଆସିଥିବା ଏହି ମାରାଥନ ଦୌଡ଼କୁ ପୌର ପରିଷଦ ଅଧ୍ୟକ୍ଷା ତାମସୀ
Read More...

ପାଟଣାଗଡ଼ ବିଜେଡି ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ପାଟଣାଗଡ଼ : ପାଟଣାଗଡ଼ ବିଜେଡି ପକ୍ଷରୁ ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ସହ ରକ୍ତଦାନ ଶିବିର ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବିଧାୟକ ତଥା ସରକାରୀ ଉପ ମୁଖ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଫଟୋ ଚିତ୍ର ରେ ପ୍ରଦୀପ
Read More...

ସମୁଦ୍ରରେ ବୁଡି ଯାଉଥିଲେ, ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ : ବେଳାଭୂମିରେ ସ୍ନାନ କରିବା ସମୟରେ ବୁଡିଯାଉଥିବା ତିନିଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଚୈତନ୍ୟ ଛକ ୯ ନମ୍ବର ସେକ୍ଟରରେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ ଝାଡ଼ଖଣ୍ଡରୁ ଆସିଥିବା ତିନିଜଣ ପର୍ଯ୍ୟଟକ । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ
Read More...

ଆଜିଠୁ ପରିକ୍ରମା ନିମନ୍ତ୍ରଣ: କାର୍ଡ ବାଣ୍ଟିବା ପାଇଁ ବାହାରିଲେ ୩୦ଟି ଦଳ

ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ସହ ଯୋଡିହେବ ଭାରତବର୍ଷର କୋଣ ଅନୁକୋଣରେ ଥିବା ଅନେକ ଶକ୍ତିପୀଠ, ଭାରତବର୍ଷର ୪ ଧାମ ଓ ୧୨ଜୌତିଲିଙ୍ଗ । ଏହା ସହ ଓଡିଶାରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ଓ ଦାରୁ ଉତ୍ପତ୍ତି ସ୍ଥଳ । ସେଥିପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିମନ୍ତ୍ରଣ ପର୍ବ ।ଆସନ୍ତା
Read More...

ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : କୁଷ୍ଠମୁକ୍ତ ଅନ୍ତେବାସୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ତଥା ଶୀତ ବସ୍ତ୍ର ପ୍ରଦାନ ଆଜି ଲେପ୍ରା ସୋସାଇଟି ତଥା ସୁବର୍ଣ୍ଣପୁର କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କର ସୋସାଇଟି କାର୍ଯ୍ୟାଳୟ ପରିସରରେ ସକାଳ ନଅଟା ବେଳେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ପାଠକ ବହିମନସ୍କ ହୁଅନ୍ତୁ ,୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦଘାଟିତ

ପୁରୀ: ସମାଜରେ ହିତ, ଏକ ଶୃଙ୍ଖଳିତ ସମାଜ ଓ ସଂସ୍କୃତିମୟ ପରିବାର ପାଇଁ,ସାହିତ୍ୟ ସ୍ୱର ଉଠାଇବା ଆଜିର ଆବଶ୍ୟକତା ବୋଲି କହିଛନ୍ତି ବିଶିଷ୍ଟ ଗୀତିକାର, ପ୍ରାବନ୍ଧିକ, ଗାଳ୍ପିକ ତଥା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା
Read More...