ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା,
ପୋଲିସର କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଗତକାଲି ସନ୍ଧ୍ୟା ସମୟରେ ଘଟିଥିଲା ସିରିଜ୍ ଦୁର୍ଘଟଣା । ଜଣେ ନିଶାସକ୍ତ ଯୁବକ ମୋଟରସାଇକେଲ ଦ୍ୱାରା ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ!-->…
Read More...
Read More...