ଦୁର୍ଗମ ଅଂଚଳରେ ଦଣ୍ଡ ବୀଣାକାର ନୃତ୍ୟ ମାଧ୍ୟମରେ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଂଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି
Read More...

ଜାତୀୟ ଗଣିତ ଦିବସ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର ଯୋଗ ଦେଇ ଜାତୀୟ ଗଣିତ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି
Read More...

ରେଳ ଚଳାଚଳ ଦାବି ନେଇ କଂଗ୍ରେସର ବିକ୍ଷୋଭ

ନୂଆଗାଁ : ନୟାଗଡ଼ ଜିଲ୍ଲାର ଦଶପଲ୍ଲାକୁ ରେଳ ଚଳାଚଳ ଦାବି ନେଇ ଆଜି କଂଗ୍ରେସ ଦଳ ତରଫରୁ ନୂଆଗାଁ ବ୍ଲକର ମହିପୁର ଷ୍ଟେସନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ସଭାପତି ରଣଜିତ୍‌ ଦାଶ, ନୟାଗଡ଼ ଜିଲ୍ଲା କଂଗ୍ରେସ ଓବିସି ସେଲ୍‌ ଅଧ୍ୟକ୍ଷ ନାରାୟଣ
Read More...

ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ହରଭଙ୍ଗା :ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୀରନରସିଂହପୁରର ପ୍ରଥମ ବାର୍ଷିକ ଉତ୍ସବ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁଙ୍କ ସଭାପତିତ୍ୱରେ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ତତ ସହିତ ଓଡିଶା ସରକାରଙ୍କ ନୂଆ ଓଡିଶା ଯୁବ ଓଡିଶା -ନବୀନ ଓଡ଼ିଶାର
Read More...

୫୨ ଗ୍ରାମ ହେରୋଇନ ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବିଷ୍ଣୁପୁର ଗ୍ରାମସ୍ଥିତ ପାଣିଟାଙ୍କି ନିକଟରୁ ଏକ ଯୁବକ ଯାହାଙ୍କ ନାମ ସରୋଜ କୁମାର ବେହେରା ,ବୟସ-୩୭ ବର୍ଷଙ୍କୁ ଗିରଫ
Read More...

ବରଗଛରେ ପିଟିଲା ଯାତ୍ରୀବାହି ଗାଡି

ପୁରୀ : କୋଣାର୍କ ନିକଟ ଜୁଣେଇ ରାସ୍ତାରେ ଦୁର୍ଘଟଣା । ରାସ୍ତା କଡ ବରଗଛରେ ପିଟିଲା ଯାତ୍ରୀ ବାହି ଗାଡି । ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଶିଶୁଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇ ଘଟଣା ସ୍ଥାନରୁ ଡ୍ରାଇଭର ଫେରାର ହୋଇଯାଇଛି ।
Read More...

ନୂଆ ଜିଲ୍ଲା ଗଠନରେ ରୋକ୍

ନୂଆ ଜିଲ୍ଲା ଗଠନରେ ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେନାହିଁ । ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗକରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ
Read More...

ହାଇୱା ଓଲଟି ଚାଳକଙ୍କ ମୃତ୍ୟୁ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୁତସରସିଙ୍ଗି ନିକଟ ଝରଣ ଛକ ଠାରେ ଭୋର ୫ଘଣ୍ଟ ସମୟରେ ମୋରମ ଧରି ଆସୁଥିବା ହାଇୱା ଟ୍ରକଟି ଭାରସାମ୍ୟ ହରାଇ ପାହାଡ଼ ତଳେ ଓଲଟି ପଡିବା ଫଳରେ ଗାଡ଼ିର ଡ୍ରାଇଭର ସଞ୍ଜୟ ସାହୁଙ୍କ ମୋରମ ତଳେ ରହି ମୃତ୍ୟୁ ହୋଇଛି । ପ୍ରକାଶ ଥାଉକି
Read More...

ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‌ଘାଟିତ

ରାୟଗଡା: ସ୍ୱାସ୍ଥ୍ୟଯତ୍ନ ସୁବିଧାରେ ବୃଦ୍ଧି ଘଟାଇବା ଏବଂ ଜନସାଧାରଣଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଏକ ଗ୍ରୀନଫିଲ୍ଡ ରିଫାଇନାରୀ ଆଦିତ୍ୟ ଆଲୁମିନା ଚଳିତ ମାସ ୨୧ ତାରିଖରେ କଂସାରୀଗୁଡା
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ମହାପ୍ରଭୁଙ୍କ ନିକଟରେ ଅର୍ପଣ ହେଲା ନିମନ୍ତ୍ରଣ ପତ୍ର

ପୁରୀ : ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଏ ନେଇ ଆଜି ଶୁଭ ବେଳାରେ ବାହାରିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି
Read More...