ଅବ୍ୟବସ୍ଥାରେ କାଦପଡା ପ୍ରାଥମିକ ବିଦ୍ୟାଳୟ;
୫ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ, ଜୋର ଧରିଲା ଶିକ୍ଷକ ନିଯୁକ୍ତି ଦାବି
ଆଠମଲ୍ଲିକ : ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବାବେଳେ ଜିଲ୍ଲା ସ୍ତରରେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଦେଶ ତଥା ରାଜ୍ୟର ଭବିଷ୍ୟତ ନାଗରିକ ଶିଶୁ ନିଜର ମୌଳିକ ଅଧିକାର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି!-->…
Read More...
Read More...