ପ୍ରଶଂସକଙ୍କୁ ଖୁସି ଖବର ଦେଲେ କ୍ୟାଟ୍ରିନା

ମୁମ୍ବାଇ : ଖୁବ୍‌ଶୀଘ୍ର ମା’ ହେବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ନିଜ ଗର୍ଭାବସ୍ଥାର ଫଟୋ ପୋଷ୍ଟ୍‌ କରି ଫ୍ୟାନ୍‌ଙ୍କୁ ସେ ଖୁସି ଖବର ଦେଇଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଏକ କଳା-ଧଳା ଫଟୋ ପୋଷ୍ଟ୍‌ କରିଛନ୍ତି । ଏଥିରେ ସ୍ୱାମୀ ଭିକି କୌଶଲ ତାଙ୍କ ସହ ନଜର
Read More...

ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର

ଝାରସୁଗୁଡ଼ା: ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଭା ପାଇଁ ଅମଲିପାଲୀସ୍ଥିତ ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ଆଜି ଦିନ ପ୍ରାୟ ସାଢେ ୧୧ଟା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଏଡିଜି
Read More...

ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଉଚିତ୍ ଜବାବ୍ ଦେଲେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ

ଭୁବନେଶ୍ବର : ରାଜ୍ୟରେ ଥମୁନି ସାର ସଂକଟ । ପ୍ରତିଦିନ ଆସୁଛି ସାର ଅଭାବ ଓ ଚାଷୀଙ୍କ ଆନ୍ଦୋଳନର ଖବର । ବୁଧବାର ଗୃହରେ ବି ସାର ଅଭାବ ତାତି । ଷଷ୍ଠ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ହୋଇଯାଇଥିଲା ବୟାନବାଜି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କୁ
Read More...

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଦେଲେ ଖୁସି ଖବର

ଭୁବନେଶ୍ବର : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ
Read More...

ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ,୨୪/୦୯: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏ ନେଇ ଆଜି ଟିମ୍ ଇଣ୍ଡିଆ ଘୋଷଣା ହେବ । ତେବେ କିଏ ସେହି ୧୫ ଖେଳାଳି ଯାହାକୁ ଚୟନକର୍ତ୍ତା ଚୟନ କରିଛନ୍ତି ତାହା ଉପରେ ନଜର ରହିଛି । କମିଟି ଏକ ଅନଲାଇନ୍ ବୈଠକରେ ଏହି ସିରିଜ୍
Read More...

ନିଷ୍ପତ୍ତି  ବଦଳାଇଲେ, ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଡି’କକ୍‌

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର  ୱିକେଟ୍‌ କିପର ବ୍ୟାଟର କ୍ୱିଣ୍ଟନ ଡି’କକ୍‌ ଅବସର ନିଷ୍ପତ୍ତି  ବଦଳାଇଛନ୍ତି । ସେ ଖୁବଶୀଘ୍ର ସୀମିତ ଓଭର ଫର୍ମାଟ୍‌କୁ  ଫେରିବାକୁ ଯାଉଛନ୍ତି । ଆଗାମୀ ନାମିବିୟା ଏବଂ ପାକିସ୍ତାନ  ଗସ୍ତ ପାଇଁ ଘୋଷିତ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳରେ ତାଙ୍କୁ  ସାମିଲ
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

କଟକ : କଟକର ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଫୁସଫୁସ୍‌ଜନିତ ସଂକ୍ରମଣ କାରଣରୁ ଗତ ୮ ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ସେ ସୁସ୍ଥ
Read More...

ଚାଲିପାରୁନି ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ହୋହାଲ୍ଲା ସତ୍ତ୍ବେ ୨୦ ମିନିଟ୍ ଚାଲିଲା ପ୍ରଶ୍ନକାଳ। ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।  ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନ। ଆଜି ବିଧାନସଭା ଆରମ୍ଭରୁ ହିଁ ପୁଣି ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେଡି ସଦସ୍ୟ।
Read More...

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ଶିବିରରେ ବାଲିଗୁଡ଼ା ଉପଖଣ୍ଡ
Read More...

ଦୁର୍ଗାପୂଜା ପୂର୍ବରୁ କୋଲକାତାରେ ପ୍ରବଳ ବର୍ଷା, 7 ମୃତ

କୋଲକାତ: ସୋମବାର ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସହରରେ ପାଞ୍ଚ ଜଣଙ୍କ ମୃତ୍ୟୁ ସହ ଆଉ ୨ ଜଣଙ୍କୁ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଖବର ମିଳିଛି।ପ୍ରବଳ
Read More...