ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଜାଳିଲେ ବିଜେଡି କର୍ମୀ

ପୁରୀ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏହି ଅବସରରେ ସବ୍ୟସାଚୀ ମହାପାତ୍ର, ସୁରେନ୍ଦ୍ର ନାଥ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା, ବିଶ୍ୱନାଥ ରାଓ, ଶ୍ରୀପ୍ରକାଶ ମିଶ୍ର,
Read More...

ସାପ କାମୁଡ଼ାରେ ମହିଳା ଗୁରୁତର,ବିଷ ଟାଣିବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର

ବାଲିଗୁଡ଼ା: ଶିଆଳି ପତ୍ର ତୋଳୁଥିବା ବେଳେ ସାପ କାମୁଡାରେ ମହିଳା ଗୁରୁତର । ବିଷ ଟାଣିବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର । ଉଭୟେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ସାପାକାମ୍ପା ଗାଁ ରେ
Read More...

ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ୱାରା ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡି଼ଶାଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ - ୨୦୨୪ ଅବସରରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ, ବାଲିଗୁଡ଼ା ଶ୍ରୀମତୀ ମଧୁମିତଙ୍କ ନେତୃତ୍ୱରେ ଯୁବ ଭୋଟରଙ୍କୁ ସଚେତନ କରିବା ସହିତ
Read More...

ନନ୍ଦାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଠାରେ ବ୍ଲକ ସ୍ତରୀୟ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକର ୧୧ ଗୋଟି ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ମାନ୍ୟବର
Read More...

ମନ୍ତ୍ରୀଙ୍କ ଦ୍ୱାରା ୨ଟି ପ୍ରକଳ୍ପର ଶିଳାନ୍ୟାସ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁରଠାରେ ଔଷଧୀୟ ବୃକ୍ଷ ଉଦ୍ୟାନ ଓ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତରାଜ,ପାନୀୟ ଜଳ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କରକମଳରେ ଶିଳାନ୍ୟାସ ଓ ଶୁଭ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ -୨୦୨୩ ପାଳିତ

ଫୁଲବାଣୀ : ସାରା ଦେଶରେ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରିଥିବା ବେଳେ ଅକ୍ଟୋବର ୩୦ ଠାରୁ ନଭେମ୍ବର ୦୫ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ ସପ୍ତାହ’ ଭାବେ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି । ଏହି
Read More...

ଟ୍ରକ-ବାଇକ୍‌ ମୁହାଁମୁହିଁ ଧକ୍କା:ଜଣେ ମୃତ, ଜଣେ ଗୁରୁତର

ନୂଆପଡ଼ା : ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ପଲସିପାଣି ପଞ୍ଚାୟତ ବାଞ୍ଚିବାହାଲ ଛକଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଖଡିଆଳ ଥାନା ଖୁଦପେଜ
Read More...

ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ଆସନ୍ତା ନୂଆ ବର୍ଷରୁ ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତ ପାଇବେ ନୂଆ ଅନୁଭୂତି । ବହୁ ପ୍ରତିକ୍ଷୀତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ବର୍ଷ ଜାନୁଆରୀ ୧୭ରେ ଲୋକାର୍ପଣ ହେବ । ପ୍ରଥମେ ପ୍ରତିଷ୍ଠା ପୂଜା ହେବା ପରେ ଜାନୁଆରୀ ୧୭ ତାରିଖରେ ଏହା ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ ।
Read More...

ମାଟିତଳୁ ବାହାରିଲା ବିରାଟ ଶିବ ଲିଙ୍ଗ, ପୂଜାଅର୍ଚ୍ଚନା ସହ ପ୍ରତିଷ୍ଠା କଲେ ଗ୍ରାମବାସୀ

ଫୁଲବାଣୀ : ପ୍ରଥମେ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ ଓ ପରେ ମାଟି ଖୋଳିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ ଓ ତାପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ । ଏମିତି ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ।
Read More...

ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଚମ୍ପୁଆ,୨ା୧୧:ଚମ୍ପୁଆ ବ୍ଲକର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୋଧୂଳିଠାରେ ଦୁଇ ଦିନିଆ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ପ୍ରଥମ ଦିନ ସମସ୍ତ ବର୍ଗର ମୋଟ ୫୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ସେଥିରୁ ୩୪ଟି ଦଳ ଫାଇନାଲ
Read More...