ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ବର୍ଷା ଅଭାବ ଲାଗିରହିଥିବା ବେଳେ କାଶୀନଗର ବ୍ଲକ୍ର ଚାଷୀଙ୍କ ଭରଷା କେବଳ ବଂଶଧାରା ନଦୀ । ଏ ଅଞ୍ଚଳରେ ଅଧିକାଂଶ ଜମି ଏହି ନଦୀ ଜଳରେ ଭଲ ଚାଷ ହୁଏ କିନ୍ତୁ ଚଳିତ ବର୍ଷର ଜଳାଭାବ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବ୍ଲକର କିଡିଗାଁ ଠାରେ ବଂଶଧାରା!-->…
Read More...
Read More...