ଚନ୍ଦ୍ର ବିଷୟରେ ନୂଆ ତଥ୍ୟ ଦେଲା ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ : ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି ଭାରତର ଚନ୍ଦ୍ରଯାନ-୩ । ଏହାର ପୃଷ୍ଠ ନିକଟରେ ଆଶ୍ଚର୍ଯ୍ୟଜନକ ଭାବେ ଗତିଶୀଳ ଓ ବୈଦ୍ୟୁତିକ ରୂପେ ସକ୍ରିୟ ପରିବେଶ ବିଷୟରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୨୦୨୩, ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩!-->…
Read More...
Read More...