ମହିଳା ପ୍ରିମିୟର ଲିଗ୍ ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ, ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ହରମନ-ମନ୍ଧାନା
ନୂଆଦିଲ୍ଲୀ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ମହିଳା ପ୍ରିମିୟର ଲିଗ୍ 2026 ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ଣ୍ଣାମେଣ୍ଟ 9 ଜାନୁଆରୀରୁ 5 ଫେବୃଆରୀ, 2026 ପର୍ଯ୍ୟନ୍ତ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସିଜିନ୍ ନଭି ମୁମ୍ବାଇ ଏବଂ ଭଦୋଦରାରେ!-->…
Read More...
Read More...