ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ , 4ଜଣଙ୍କୁ ବାନ୍ଧିଲା ପୁଲିସ
ପୁରୀ : ବ୍ରହ୍ମଗିରି ର ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣା ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୋଲିସ 4ଜଣଙ୍କୁ ଗିରଫ କରିଛି। ଘଟଣାକୁ ନେଇ ଆଜି ଯୁବତୀର ଡାକ୍ତରୀ ମାଇନା କରାଯାଇଛି। ଗତ ଶନିବାର ସ୍ପେସଲ!-->…
Read More...
Read More...