ସେପ୍ଟେମ୍ବର ୩୦ରେ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା,୦୭/୦୯: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ପ୍ରସିଦ୍ଧ ବିଜୟ ଛତର ଯାତ୍ରା ଆସନ୍ତା ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ । ମା’ଙ୍କ ଏହି ବାର୍ଷିକ ଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶନିବାର ଜିଲ୍ଲାପାଳ ପାୱାର ସଚିନ୍‌ ପ୍ରକାଶଙ୍କ
Read More...

ଦିଲ୍ଲୀ ଗସ୍ତରେ ଗଲେ ବିଜେଡି ସଭାପତି

ଭୁବନେଶ୍ବର: ୪ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତ ଅନେକ ଗୁରୁତ୍ବ ରଖୁଛି। ସୂଚନା ଅନୁସାରେ ୪ ଦିନିଆ ଗସ୍ତରେ ରାଜନୈତିକ ଏବଂ କିଛି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ନବୀନ।
Read More...

ବାଟ ଫିଟିଲା; ଭାରତ-ଏ ପାଇଁ ଭଲ ପ୍ରଦର୍ଶନ କରି ଟେଷ୍ଟ ଦଳକୁ ଫେରିପାରିବେ ଆୟର

ନୂଆଦିଲ୍ଲୀ: ଗତବର୍ଷ ଫେବୃଆରୀରେ ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଖେଳିଥିବା ଶ୍ରେୟସ ଆୟର ସମ୍ପ୍ରତି ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ଟେଷ୍ଟ ସିରିଜ ଏବଂ ଏହି ମାସରେ ୟୁଏଇରେ
Read More...

ମହାନଦୀରେ ବନ୍ୟା ସ୍ଥିତି ନାହିଁ : ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର : ମହାନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ ବନ୍ୟା ହୁଏ । ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟରେ ଅଛି । ବନ୍ୟା ହେଲେ ସବୁ ପରିସ୍ଥିତି ମୁକାବିଲା ପାଇଁ
Read More...

ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ ସବ କମିଟି ଗଠନ, ଖୁବ ଶୀଘ୍ର ଆରମ୍ଭ ହେବ ଧାଡି ଦର୍ଶନ

ପୁରୀ- ଶ୍ରୀମନ୍ଦିର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା । ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ କରାଯାଇଥିଲା । ବୈଠକରେ ନୂତନ ଭାବେ 14 ଗୋଟି ସବକମିଟି
Read More...

ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ କରକମଳରେ ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ସ୍ଥାପନା ପାଇଁ
Read More...

ବକ୍ସ ଅଫିସରେ ରେକର୍ଡ କରୁଛି ‘ପରମ ସୁନ୍ଦରୀ’

ମୁମ୍ବାଇ:ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ 'ପରମ ସୁନ୍ଦରୀ' ଅଗଷ୍ଟ ୨୯ରେ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ଫ୍ୟାନ୍ସ ବେଶ୍ ପସନ୍ଦ ଆସିଛି । ଫିଲ୍ମରେ ସିଦ୍ଧାର୍ଥ ଓ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରି ଲୋକଙ୍କ ମନ ଜିତିଛି।  ତେବେ ଫିଲ୍ମଟି ପ୍ରଥମ ଦିନରେ ୭ କୋଟିରୁ ଅଧିକ ଆୟ କରିଥିଲା।
Read More...

ଇଂଲଣ୍ଡରେ ଫିଟନେସ୍ ଟେଷ୍ଟ ଦେଲେ ବିରାଟ, ଜାଣନ୍ତୁ ଏହା ପଛର ବଡ କାରଣ

ନୂଆଦିଲ୍ଲୀ(ହୀରାଞ୍ଚଳ ଲାଇଭ୍ ଡେସ୍କ)- ଆଗାମୀ ଅନ୍ତର୍ଜାତୀୟ ସିଜିନ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ଫିଟନେସ୍ ଟେଷ୍ଟ ସମାପ୍ତ ହୋଇଛି। BCCI ର ତତ୍ତ୍ୱାବଧାନରେ ହୋଇଥିବା ଟେଷ୍ଟରେ, ବିରାଟ କୋହଲିଙ୍କ ଫିଟନେସ୍ ପରୀକ୍ଷା ଇଂଲଣ୍ଡରେ ହୋଇଥିବା ବେଳେ ରୋହିତ ଶର୍ମା, ଶୁଭମନ
Read More...

ଛତିଶଗଡ଼: ବନ୍ଧ ଭାଙ୍ଗିବା ଯୋଗୁଁ ବନ୍ୟା, ଶାଶୁବୋହୂଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ

ବଳରାମପୁର। ଛତିଶଗଡ଼ର ବଳରାମପୁରରେ ଏକ ବନ୍ଧ ଭାଙ୍ଗିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଏହି ପାଣି ଦୁଇଟି ଘର ଭାସି ଯାଇଥିବା ଜଣାପଡିଛି । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି, ଯାହା ମଧ୍ୟରୁ ୬ ଜଣ ଗୋଟିଏ ପରିବାରର।ବିଳମ୍ବିତ ରାତିରେ ପୋଲିସ ତିନୋଟି
Read More...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଗିରଫ ହେଲେ ୧୬ ହାର୍ଡକୋର ମାଓବାଦୀ

ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ଗିରଫ ହେଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ସୁରକ୍ଷାକର୍ମୀମାନେ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସୂଚନା
Read More...