ନୂଆଁଖାଇ ଉପଲକ୍ଷେ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା
ଭୁବନେଶ୍ବର: ନୂଆଁଖାଇ ଉପଲକ୍ଷେ ଆଗାମୀ ୨୯ ତାରିଖକୁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) କୋର୍ଟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ତେବେ ଆସନ୍ତା ମାସର ଦ୍ବିତୀୟ ଶନିବାର (!-->…
Read More...
Read More...