ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍ ମଜୁମ୍ଦାର
ଭୁବନେଶ୍ୱର : ଅଭିଜିତ୍ ମଜୁମ୍ଦାରଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଦାଦା । ଏମ୍ସରୁ ଆସିଲା ବଡ ଖବର । ଦୀର୍ଘ ୧୪ଦିନ ପରେ ଗୁରୁବାର ଭେଣ୍ଟିଲେଟରରୁ ବାହାରିଲେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର । ଏବେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି ।!-->…
Read More...
Read More...