ଏସିଆ କପ୍ ; ଓପନିଂକୁ ନେଇ ଗିଲ୍ -ସଞ୍ଜୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ପ୍ଲେଇଂ ଇଲେଭେନକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତ ଏସିଆ କପ୍ ୟୁଏଇ ବିପକ୍ଷରୁ ଆରମ୍ଭ କରିବ । ଏହା ପୂର୍ବରୁ ଭାରତୀୟ ଦଳରେ ଓପନିଂ କମ୍ବିନେସନକୁ ନେଇ ଚିନ୍ତାର ରହିଛି । ଉପ ଅଧିନାୟକ ଶୁଭମନ ଗିଲ ଓ ଫର୍ମରେ ଥିବା ସଞ୍ଜୁ ସାମସନଙ୍କୁ ନେଇ ଦଳ ଚିନ୍ତାରେ । ଅଭିଷେକଙ୍କ ସହ କିଏ ଓପନିଂ କରିବେ । ପୂର୍ବରୁ
Read More...

ଭାରତ-ପାକ୍ ଏସିଆ କପ୍ ମ୍ୟାଚ୍ ପାଇଁ ରେଫରୀଙ୍କ ନାମ ଘୋଷଣା

ଦୁବାଇ: ଏସିଆନ୍‌ କ୍ରିକେଟ୍‌  କାଉନସିଲ୍‌ (ଏସିସି) ପକ୍ଷରୁ ଆଜି ଏସିଆ  କପ୍‌ ପାଇଁ ମ୍ୟାଚ୍‌ ଅଫିସିଆଲ୍‌ ତାଲିକା ଘୋଷଣା  କରାଯାଇଛି । ଏଥିରେ ୨ଜଣ ମ୍ୟାଚ୍‌ ରେଫରୀଙ୍କ  ସମେତ ୧୦ଜଣ ଅମ୍ପାୟାର ସାମିଲ ରହିଛନ୍ତି ।  ଅମ୍ପାୟାର ତାଲିକାରେ ଭାରତରୁ ବୀରେନ୍ଦର  ଶର୍ମା ଓ ରୋହନ ପଣ୍ଡିତଙ୍କୁ
Read More...

ବାଲୁକା କଳା ମାଧ୍ୟମରେ ଅକ୍ଷୟ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ- ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ ।ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ।ପୁରୀରେ ବାଲୁକା କଳାରେ ବଲିଉଡ୍ ହିରୋ ଅକ୍ଷୟ କୁମାରଙ୍କୁ ଜନ୍ମଦିନ ଶୁଭେଚ୍ଛା । ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେପ୍ଟେମ୍ବର 9 2025 ।58 ବର୍ଷରେ ପାଦ ଦେବେ
Read More...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: କୋର୍ଟରେ ୩ ନାବାଳକଙ୍କ ଚାର୍ଜଫ୍ରେମ୍

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ସୋମବାର ୩ଜଣ ନାବାଳକ (୧୭ ବର୍ଷ)ଙ୍କ ନାମରେ ଜୁନିୟର କୋର୍ଟ ତଥା ଏଡିଜେ-୨ରେ ଚାର୍ଜଫ୍ରେମ୍‌ ହୋଇଛି । ତିନି ନାବାଳକଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ସେମାନଙ୍କ ନାଁରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ କୁହାଯାଇଥିଲା । ପୂର୍ବରୁ
Read More...

୧୨ରୁ କମିବ ବର୍ଷା

ଭୁବନେଶ୍ୱର:ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ ଜିଲାରେ ଅତିପ୍ରବଳ ବର୍ଷା ହୋଇଥିବାବେଳେ ୨ ଜିଲାରେ ପ୍ରବଳ, ୬ ଜିଲାରେ ସ୍ବାଭାବିକ, ୪ ଜିଲାରେ ଅଭାବୀ, ୧୧ ଜିଲାରେ ଅତିଅଭାବୀ ଏବଂ ବାକି ୨ ଜିଲାରେ ବର୍ଷା ହୋଇନାହିଁ। ଝାରସୁଗୁଡ଼ା ଜିଲା ଲଇକେରା
Read More...

ଉପରାଷ୍ଟ୍ରପତି ନିର୍ବାଚନ ; ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ମତଦାନ ଅନୁଷ୍ଠିତ ହେଉଛି। ଭୋଟଦାନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ପ୍ରଥମେ ଭୋଟ ଦେଇଛନ୍ତି। ଭୋଟଦାନ ଆରମ୍ଭ ହେବା ପୂର୍ବରୁ
Read More...

ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ

ଭୁବନେଶ୍ବର, ୮/୯: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନରୁ ବିରତ ରହିବା ନିଷ୍ପତ୍ତି ନେଇ ବିଜେଡି ଓଡିଶାବାସୀଙ୍କୁ ଲଜ୍ଜିତ କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି । ଏକ ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ବିଜେପି-ବିଜେଡି ଏକ ଅଘୋଷିତ ମେଣ୍ଟ ରାଜନୀତିରେ ଅଛନ୍ତି
Read More...

ସାର ବଣ୍ଟନ ସମସ୍ୟା: ସମବାୟ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଜାରି

ଭୁବନେଶ୍ବର: ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ପ୍ୟାକ୍ସକୁ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନକୁ ପ୍ରାଥମିକତା ଦେଇ ସାର ବଣ୍ଟନକୁ ପ୍ୟାକ୍ସ ଗୁରୁତ୍ୱ ଦେଉ ବୋଲି ନିର୍ଦ୍ଦେଶରେ କୁହାଯାଇଛି। 
Read More...

ଉପରାଷ୍ଟ୍ରପତି ନିର୍ବାଚନ; ମତଦାନରୁ ବିରତ ରହିବ ବିଜେଡି

ଭୁବନେଶ୍ବର: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି। ଏଣୁ ଦଳ ସଭାପତି ନବୀନ
Read More...

ଅଭିଜିତ ମଜୁମଦାରଙ୍କ ପାଇଁ ବଡ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଚିକିତ୍ସା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି। ଅଭିଜିତ ବର୍ତ୍ତମାନ ଏମ୍ସ-ଭୁବନେଶ୍ୱରର ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଚିକିତ୍ସାଧୀନ ଅଛନ୍ତି।
Read More...