ଚାକିରି ଆଶୟୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର, ଖବଶୀଘ୍ର ପୂରଣ ହେବ ଏତିକି ପଦବୀ

ଭୁବନେଶ୍ୱର,୭ା୮: ଓଡ଼ିଶା ସରକାର ୧୦ଟି ବିଭାଗରେ ଖାଲି ପଡ଼ିଥିବା ଗ୍ରୁପ୍ ‘ସି’ ଶ୍ରେଣୀର ୨୨,୮୯୬ଟି ପଦବୀ ଖୁବଶୀଘ୍ର ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସଚିବ ଏହି ନିଯୁକ୍ତି ପ୍ରକ୍ରିୟା ୨୦୨୫ ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା
Read More...

୯ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି ନିର୍ବାଚନ ; ସହଜରେ ଜିତିବେ ଏନଡିଏ ପ୍ରାର୍ଥୀ, ଜାଣନ୍ତୁ ଗଣିତ

ନୂଆଦିଲ୍ଲୀ- ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ୯ ସେପ୍ଟେମ୍ବରରେ ହେବାକୁ ଥିବା ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ସହିତ ନାମାଙ୍କନ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନ ଦାଖଲ କରିବାର ଶେଷ
Read More...

କାହିଁକି ଆଜିକାଲିର ମହିଳାମାନେ ଡେରିରେ ବିବାହ କରିବାକୁ ଚାହୁଁଛନ୍ତି…

ପୂର୍ବରୁ ବିବାହକୁ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିବେଚନା କରାଯାଉଥିଲା, ଆଜିର ମହିଳାମାନେ ବିଶ୍ୱାସ କରନ୍ତି ଯେ ବ୍ୟକ୍ତିଗତ ବିକାଶ ପ୍ରଥମେ ଆସେ, ତା'ପରେ ପରିବାର। ସେମାନେ ପ୍ରଥମେ ନିଜକୁ ବୁଝିବାକୁ ଚାହାଁନ୍ତି, ନିଜର ସ୍ୱପ୍ନ ପୂରଣ କରିବାକୁ ଚାହାଁନ୍ତି ଏବଂ ତା’ପରେ ଯେତେବେଳେ ସେମାନେ
Read More...

କଲେଜ ଫି’ ଦେବାକୁ ଟଙ୍କା ନଥିଲା… ମେଧାବୀ ଛାତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପନ୍ତ, କୃତଜ୍ଞତା…

ନୂଆଦିଲ୍ଲୀ। ଭାରତୀୟ କ୍ରିକେଟର ରିଷଭ ପନ୍ତ କର୍ଣ୍ଣାଟକର ଏକ ଛୋଟ ଗାଁର ଜଣେ ମେଧାବୀ ଛାତ୍ରୀ ଜ୍ୟୋତି କାନାବୁର ମଠଙ୍କୁ ସାହାଯ୍ୟ କରି ନିଜର ମହାନତା ଦେଖାଇଛନ୍ତି । ସେ କ୍ରିକେଟ୍ ପଡିଆରେ କେବଳ ହିରୋ ନୁହଁନ୍ତି ବାହାରେ ମଧ୍ୟ ଜଣେ ହିରୋ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ଜ୍ୟୋତି
Read More...

ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ସଂପର୍କରେ ଏହି ବଡ କଥା କହିଲେ ମୋଦୀ

ନୂଆଦିଲ୍ଲୀ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ପରୋକ୍ଷ ଭାବରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମ ପାଇଁ, ଆମର ଚାଷୀଙ୍କ ସ୍ୱାର୍ଥ ସର୍ବୋଚ୍ଚ ପ୍ରାଥମିକତା,
Read More...

ଖାଇକୁ ଖସିଲା ସିଆରପିଏଫ୍ ଗାଡି ; 3 ଯବାନ ସହିଦ, 15 ଆହତ

ନୂଆଦିଲ୍ଲୀ ; ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ରେ ଆଜି ଘଟିଛି ଏକ ବଡ ଦୁର୍ଘଟଣା । କାଣ୍ଡୱା ନିକଟରେ ଏକ CRPF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ୧୫ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି
Read More...

ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଗୁରୁବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବତନ ମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବିଭୂତି ଭୂଷଣ
Read More...

ପ୍ରଥମଥର ପାଇଁ ଓଡ଼ିଶା ରାଜ୍ୟ ମହିଳା ଆୟୋଗ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ନିମନ୍ତେ ଶିଶୁ ସ୍ତନ୍ୟପାନ କକ୍ଷ…

ଭୁବନେଶ୍ୱର:ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ
Read More...

ନୂଆଦିଲ୍ଲୀରେ ଏହି ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଅବସରରେ ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ କେନ୍ଦ୍ରଗୃହ
Read More...

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ରାଙ୍ଗିଙ୍ଗ୍ ; ବୋଲିଂରେ ଶୀର୍ଷରେ ବୁମରାହ, ପଞ୍ଚମ ସ୍ଥାନରେ ଜୟସ୍ବାଲ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ 2-2 ରେ ଡ୍ରରେ ଶେଷ ହୋଇଥିଲା ଏବଂ ଏହି ସିରିଜ୍ ପରେ, ଆଇସିସି ପୁଣି ଥରେ ସଦ୍ୟତମ ରାଙ୍କିଙ୍ଗ ଅପଡେଟ୍ ଜାରି କରିଛି। ଏଥର ଆଇସିସି ରାଙ୍କିଙ୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ବାଲ ପୁରୁଷ
Read More...