ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ଜଣେ ଡିଆରଜି ଯବାନ ସହିଦ, ତିନି ଗୁରୁତର
ବିଜାପୁର, ୧୮/୦୮ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଜଣେ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସହିଦ ହୋଇଥିବା ଯବାନ ଜଣଙ୍କ ଦିନେଶ ନାଗ ବୋଲି ଜଣାପଡ଼ିଛି।!-->…
Read More...
Read More...