ଆସିଲା ୩୦୦ ଜିଲ୍ଲା ପରିଷଦ ଜୋନର ଫଳାଫଳ, ବହୁ ଆଗରେ ବିଜେଡି

0 122

ଭୁବନେଶ୍ୱର: ଗତକାଲିଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆଜି ମଧ୍ୟ ଜାରି ରହିଛି । ଗତକାଲି ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଆସନରୁ ୩୦୦ ଆସନର ଫଳାଫଳ ସ୍ପଷ୍ଟ ହୋଇଛି । ଫଳାଫଳ ଘୋଷଣା ହୋଇଥିବା ୩୦୦ ଆସନରୁ ଶାସକ ବିଜେଡି ୨୬୮ ଆସନରେ ବିଜୟୀ ହୋଇଇଥିବା ବେଳେ ବିଜେପି ୧୪, କଂଗ୍ରେସ ୧୪ ଓ ଅନ୍ୟାନ୍ୟ ୪ଟି ଆସନରେ ବିଜୟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

ten + 1 =