ଇତିହାସ ରଚିଲା ଭାରତ, ପ୍ରଥମ ଥର ଇଣ୍ଡିଜକୁ କଲା କ୍ଲିନ୍‌ସୁଇପ

0 74

ଅହମ୍ମଦାବାଦ : ଏଠାରେ ଅନୁଷ୍ଠିତ ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଶେଷ ଦିନିକିଆରେ ଭାରତ ଜିତିବା ସହ ସିରିଜକୁ ମୂଳପୋଛ କରିଛି । ଦିନିକିଆ ସିରଜରେ ଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ କ୍ଲିନସୁଇପ । ଭାରତ ପ୍ରଥମ ବ୍ୟାଟିଂ କରି ଶ୍ରେୟସ ଆୟର ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ୨୬୫ ରନ କରିଥିଲା । ଏହାର ଜବାବରେ ଇଣ୍ଡିଜ ଦଳ ମାତ୍ର ୧୬୯ ରନରେ ଅଲଆଉଟ୍‌ ହୋଇଯାଇଥିଲା । ବୋଲିଂରେ ଭାରତ ପକ୍ଷରୁ ପ୍ରସିଦ୍ଧ ଓ ସିରିଜ ୩ଟି ଲେଖାଏଁ ଉଇକେଟ ନେଇଥିବା ବେଳେ ଯାଦବ ଓ ଚହର ୨ଟି ଲେଖାଏଁ ଉଇକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =