ଆଇପିଏଲ ମେଗା ନିଲାମ ପାଇଁ ବଡ ଘୋଷଣା କଲା ବିସିସିଆଇ, ବିଡ୍‌ରେ ସାମିଲ ହେବେ ଏତିକି ଖେଳାଳି

0 140

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ର ମେଗା ନିଲାମ ସହ ଜଡିତ ବଡ ଘୋଷଣା ଆଜି କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା କରାଯାଇଛି । ଦୁଇ ଦିନିଆ ମେଗା ନିଲାମ ପାଇଁ ଆଇପିଏଲ୍‌ ୨୦୨୨ ମେଗା ନିଲାମର ତାଲିକା ଚୂଡାନ୍ତ ହୋଇଛି । ଆଇପିଏଲ୍‌ ୨୦୨୨ ର ମେଗା ନିଲାମ ପାଇଁ ୧୨୦୦ ରୁ ଅଧିକ କ୍ରିକେଟର ପଞ୍ଜୀକୃତ ହୋଇଥିଲେ ମଧ୍ୟ ୫୯୦ କ୍ରିକେଟର ନିଲାମ ହେବେ । ଆଇପିଏଲର ୧୫ ତମ ସିଜନ୍‌ ପାଇଁ ମେଗା ନିଲାମ ୧୨ ଏବଂ ୧୩ ଫେବୃଆରୀ ୨୦୨୨ ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ଯେଉଁଥିରେ ଦଶଟି ଦଳର ମାଲିକ ଏବଂ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ ।

hiranchal ad1
Leave A Reply

Your email address will not be published.

five × 5 =