ପୁରୀ: ପୁରୀ ସାତପଡ଼ା ରାସ୍ତାରେ ମର୍ମନ୍ତୁଦ ଗାଡି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟାଟେରୀ ଚାଳିତ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କର ପରିଚୟ ମିଳିପାରିନାହିଁ । ଘଟଣାକୁ ନେଇ କେରାଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି ।

Recover your password.
A password will be e-mailed to you.

Prev Post
Recover your password.
A password will be e-mailed to you.