ଦ୍ୱିତୀୟ ଦିନିକିଆ: ଟସ୍ ଜିତିଲା ନ୍ୟୁଜିଲାଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ

0 30

ନୂଆଦିଲ୍ଲୀ : ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ମ୍ୟାଚ୍ ଦିନ ୧ଟା ୩୦ରୁ ଆରମ୍ଭ ହେବ । ତେବେ ମୁଲାବିଲାରେ ଟସ୍ ଜିତିଛି ନ୍ୟୁଜିଲାଣ୍ଡ । କିଓ୍ୱି ଅଧିନାୟକ ମାଇକେଲ୍ ବ୍ରେସଓ୍ୱେଲ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଭାରତ ପୂର୍ବ ମ୍ୟାଚ୍ ଭଳି ଏଥର ରନ୍ ଚେଜ୍ କରିପାରିବ ନାହିଁ । ତେବେ ବଡ ସ୍କୋର୍ କରିବା ଲକ୍ଷ୍ୟରେ ଗିଲ୍ ସେନା ରହିବ । ଆଜି ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ସୁନ୍ଦର ଯାଗାରେ ନୀତିଶ ରେଡ୍ଡୀଙ୍କୁ ପ୍ଲେଇଂ ଇଲେଭେନ୍ ସାମିଲ କରାଯାଇଛି।

ଭାରତୀୟ ଏକାଦଶ

hiring

ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ମହମ୍ମଦ ସିରାଜ, ହର୍ଷିତ ରାଣା, ରବୀନ୍ଦ୍ର ଜାଡେଜା, ନୀତିଶ ରେଡ୍ଡି, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ

ନ୍ୟୁଜିଲାଣ୍ଡ ଏକାଦଶ): ଡେଭନ୍ କନୱେ, ହେନରୀ ନିକୋଲ୍ସ, ୱିଲ୍ ୟଙ୍ଗ, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମିଚେଲ ହେ (ଉଇକେଟ କିପର), ମାଇକେଲ ବ୍ରେସୱେଲ (ଅଧିନାୟକ), ଜାକାରି ଫୁଲକେସ୍, ଜୟଡେନ୍ ଲେନକ୍ସ, କାଇଲ୍ ଜାମିସନ୍, କ୍ରିଷ୍ଟିଆନ୍ କ୍ଲାର୍କ

hiranchal ad1
Leave A Reply

Your email address will not be published.

five × one =