ଯାଜପୁର ଜିଲ୍ଲାର ଏହି ବଡ ନେତାଙ୍କୁ ନିଲମ୍ବନ କଲା ବିଜେଡି

0 42

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ୨ ଜଣ ବିଧାୟକ ଏବଂ ଯାଜପୁର ଜିଲା ପରିଷଦ ଉପାଧ୍ୟକ୍ଷଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଗୁରୁବାର ଦୁଇ ବିଧାୟକଙ୍କ ପରେ ଶୁକ୍ରବାର ଯାଜପୁର ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ନିଲମ୍ବନ କରାଯାଇଛି।

hiranchal ad1
Leave A Reply

Your email address will not be published.

16 − 8 =