ବିଭିନ୍ନ ସ୍ଥାନରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

0 80

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ଓ କୋରଡା ଗ୍ରାମରେ ଯକ୍ଷ୍ମା ରୋଗର ସଚେତନତା କରାଯାଇଛି । ଓଡିଶା ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଦ୍ୱାରା ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଆଜି ଖଲମଡା ଓ ଭାତରଙ୍କା ଗ୍ରାମରେ ଦାଶକାଠିଆ ମାଧ୍ୟମରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯକ୍ଷ୍ମା ରୋଗର ଉତପତି ଓ ନିରାକରଣ କିପରି କରାଯିବ ସେ ନେଇ ଜନ ସାଧାରଣଙ୍କୁ ସଚେତନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଡାକ୍ତର ସତୀଶ ନିବେଦନ,ବିଶ୍ୱରଞ୍ଜନ ଦଳେଇ, ସୁଶ୍ରୀ ସଂଗୀତା ସାମନ୍ତରାୟ, ରଶ୍ମୀରାନି ପ୍ରଧାନ, ପ୍ରଭାତୀ ପଣ୍ଡା, ବ୍ରଜମୋହନ ମଲିକ, ଶାଧନା ସେଠୀ ସମେତ ଉଭୟ ଗ୍ରାମର ଅଙ୍ଗନବସଡି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =