ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଚୌଦ୍ୱାର-କଟକ ଓଡିଶା ମୋ-ପରିବାର ପକ୍ଷରୁ ରକ୍ତଦାନ ଶିବିର

0 71

କଟକ : ସାଢେ ୪ କୋଟି ଜନସାଧାରଣଙ୍କ ମଉଡମଣୀ, ଜନମାନସର ପ୍ରତୀକ,ନୂତନ ଓଡିଶାର ନିର୍ମାତା, ଆମର ପ୍ରୀୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଅବସରରେ ନିଜର ଭଉଣୀ ଶ୍ରୀମତୀ ଗୀତା ମେହେଟାଙ୍କ ଅକାଳ ବିୟୋଗ ନିମନ୍ତେ ନିଜର ଜନ୍ମଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଓଡିଶା ମୋ-ପରିବାରର କଟକ ଜିଲ୍ଲା ଆବାହକ ତଥା ଚୈାଦ୍ୱର-କଟକର ମାନ୍ୟବର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ
ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ୨୬ବର୍ଷର ନିରନ୍ତର ଜନସେବା ମଧ୍ୟରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ଜନସେବାରେ ନିଜର ଜୀବନ ଉତ୍ସର୍ଗକରି ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ଆମ ରାଜ୍ୟକୁ ଯଥା ଖାଦ୍ୟାଭାବରୁ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ, ଶୁନ୍ୟ ରାଜକୋଷରୁ ସମୃଦ୍ଧ ଅର୍ଥନୀତରେ ଓଡିଶାକୁ ପରିଣତ, ଦୁୁର୍ନୀତି ବିରୋଧରେ ଦୃଢ ଆଭିମୁଖ୍ୟ, ମହିଳା ସଶକ୍ତିରଣ ଅଭିଯାନ, ଶିକ୍ଷା,ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ରୂପାନ୍ତରଣ କରି ଆମରାଜ୍ୟକୁ ଉନ୍ନତିର ଶୀର୍ଷରେ ପହଂଚାଇ ପାରିଛନ୍ତି ଏହିଭଳି ଆମ୍ଭକୁ ସୁଶାସନ ଦେଇ ଚାଲିବା ସହ ତାଙ୍କର ଦୀର୍ଘାୟୁ ଜୀବନ କାମନା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ବୋଲି ଚୌଦ୍ୱାର-କଟକର ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ । ଓଡିଶା-ମୋ ପରିବାର, ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଏବଂ କଲେଜ, ରକ୍ତଭଣ୍ଡାର ଓ ରେଡ୍‌ କ୍ରସ୍‌ର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ୧୦୮ୟୁନିଟ୍‌ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚୈାଦ୍ୱାର-କଟକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୈାଭିକ୍‌ ବିଶ୍ୱାଳ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସ୍ୱତଃପ୍ରବୃତଭାବେ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ଧନ୍ୟବାଦ ଦେବା ସହ ଉତ୍ସାହିତ କରିଥିଲେ । ରକ୍ତଦାନ ଏକ ମହତ ଦାନ, ରକ୍ତଦାନ କରି ଏକ ମଣିଷର ଜୀବନ ବଂଚିପାରେ ତେଣୁ ସମସ୍ତେ ରକ୍ତଦାନ କରିବା ଉଚିତ୍‌ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂହ, ଡେପୁଟୀ ମେୟର- ଦମୟନ୍ତୀ ମାଝୀ, ଚୈାଦ୍ୱାର ପୈାରପାଳିକାର ଅଧ୍ୟକ୍ଷା- ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ- ଶୁଭେନ୍ଦୁ ସାମଲ, ଟାଙ୍ଗୀ ପଂଚାୟତ ସମିତିର ଉପାଧ୍ୟକ୍ଷା – ସୁପ୍ରୀୟା ଜେଠୀ, କର୍ପୋରେଟର- ପ୍ରଦୀପ୍ତ କିଶୋର ଖୁଂଟିଆ, ପ୍ରଳୟା ବେଉରା, ପ୍ରମିଳା ମହାନ୍ତି, ଇଂ ସୁବ୍ରତ ଘଡାଇ, ଝିଲ୍ଲୀ ବିହାରୀ, ସୈାଭାଗିନୀ ଜେନା, ପଦ୍ମିନୀ ସାହୁ, ତାପସ ରଂଜନ ସାମନ୍ତରାୟ, ବିଶ୍ୱବନ୍ଦିତା ପଣ୍ଡା, ଅରବିନ୍ଦ ଜେନା, ମଧୁସ୍ମିତା ବାରିକ, ଜତିନ୍‌ , ନଳିନୀ ବେହାରା, କାଉନସିଲର- ଦିଲ୍ଲୀପ ସାହୁ, ଏସିବି ମେଡିାକାଲ କଲେଜର ଉପଦେଷ୍ଠା – ଦିଲ୍ଲୀପ କୁମାର ସାହୁ,ଓଡିଶା ମୋ ପରିବାର ସିଟି ସଂଯୋଜକ – ରଂଜନ ବିଶ୍ୱାଳ, ମୋ କଲେଜ ଉପଦେଷ୍ଠା- ଶିଶିର ପରିଜା, ଓଡିଶା ମୋ ପରିବାର ୱାର୍ଡ ସଭାପତି- ଦିଲ୍ଲୀପ କୁମାର ଜେନା, ବିଶ୍ୱଜିତ୍‌ ମହାନ୍ତି, ଅନ୍ୟମାନଙ୍କ ମଧ୍ୟରେ ଶିବେନ୍ଦ୍ର ହାତୀ, ବିଜୟ ସାହୁ, ଚିରଞ୍ଜୟ ସାହୁ,ଆଶିଷ ସ୍ୱାଇଁ,ସଂଜୟ ଜେନା, ରମାକାନ୍ତ ଲେଙ୍କା, ରାଜେନ୍ଦ୍ର ରଣା, ସତ୍ୟବ୍ରତ ପଟ୍ଟନାୟକ,ସୁକାନ୍ତ ସାହୁ, ସୋମନାଥ ମହାନ୍ତି, ରବି ନାରାୟଣ ଶତପଥି, ନବକିଶୋର ସ୍ୱାଇଁ, ପବିତ୍ର ଭୁୟାଁ,ମହମ୍ମଦ ଫରିଦ୍‌,ନାଗେଶ୍ୱର ବେହେରା,ନିମାଇଁ ବିଶ୍ୱାଳ, ସୈାରଭ ପ୍ରଧାନ, ଦିପାଳୀବାଳା ଭୁୟାଁ, କଳ୍ପନା ଜେନା, ମିତାଲି ଭଞ୍ଜ, ସୁକାନ୍ତି ସାମଲ, ପଙ୍କଜିନୀ ମହାନ୍ତି,ପୁଷ୍ପଲତା ସାହୁ, ଅନୁପମା ବେହେରା, ସିମ୍‌ରନ ଜରିନ୍‌,ସ୍ମୃତି ରଂଜନ ନାୟକ, ଅଶୋକ ମିଶ୍ର, ଭବାନୀ ଶଙ୍କର ଦାଶ, ଚିନ୍ମୟ ଦାସ, ମନୋରଂଜନ ସାହୁ, ସିଦ୍ଧାର୍ଥ ନାୟକ, ବିଶ୍ୱଜିତ ସାମଲ, ମୃତୁଞ୍ଜୟ ବେହେରା, ଶାରଦା ରଂଜନ ପରିଜା,ପ୍ରଭାତ ଜେନା,ସୈାମିତ ସାମଲ, ଅଚ୍ୟୁତାନନ୍ଦ ଘୋଷ,ଚନ୍ଦ୍ରକାନ୍ତ ସାହୁ, ଚିନ୍ମୟ ମହାରଣା, ଶଙ୍କରର୍ଶଣ ପ୍ରଧାନ,ପଦ୍ମିନୀ ଲେଙ୍କା, ଆଲୋକ ଦାସ, ରାକେଶ ତ୍ରୀପାଠୀ, ରୁଦ୍ରନାରାୟଣ ଲେଙ୍କା, ଲୋକାରଂଜନ ଦାସ,ସୂର୍ଯ୍ୟକାନ୍ତ ସାହୁ, ଅରୁଣ ରାଓ, ବାବୁଲି ଦାସ, ଜ୍ଞାନରଂଜନ ଦାସ, ଅଜୁ ପାତ୍ର, ପ୍ରଭାକର ନନ୍ଦ,ଅଭିଜିତ୍‌ ଦାସ,ଅଜୟ ମହାନ୍ତି, ଅନୀଲ ନିଳାଦ୍ରୀ, ଯୁଧିଷ୍ଟ୍ର ବିଶ୍ୱାଳ, ଚନ୍ଦ୍ରକାନ୍ତ ଦାସ, ସୋମନାଥ ସ୍ୱାଇଁ, ବିଶ୍ୱରଂଜନ ମହାନ୍ତି,ମାଗୁଣୀ ଚରଣ ମହାନ୍ତି,ସଂଜୀବ ପାତ୍ର, ଅଜୁ ପାତ୍ର, ଅବିନାଶ ବିଶ୍ୱାଳ, ଆଲୋକ ସାହୁ, ସନ୍ଦିପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two + 19 =