ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

0 149

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସୋମବାର ଫୁଲବାଣୀ ପୋକ୍ସ କୋର୍ଟ ବିଚାରପତି ଅଭିଯୁକ୍ତ ତ୍ରିନାଥ ଜୁଣ୍ଡିକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ଆଦେଶ ଦେଇଛନ୍ତି ପୋକ୍ସ ବିଚାରପତି ବୋଲି ସରକାରୀ ଓକିଲ ଅସୀମ ପ୍ରହରାଜ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ୧୯/୧/୨୦୧୭ ରେ ତ୍ରିନାଥ ଜୁଣ୍ଡି ଟିକାବାଲି ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଟିକାବାଲି ଥାନାରେ ଅଭିଯୋଗ ହୋଇଥିଲା ।

hiranchal ad1
Leave A Reply

Your email address will not be published.

three × five =