ରାଏ ସ୍ୱସ୍ତିକ କୁମାର ଦେଓଙ୍କ ପରଲୋକ

0 760

ବୌଦ୍ଧ : ବୌଦ୍ଧ ରାଜ ପରିବାରର ଅନ୍ୟତମ ସଦସ୍ୟ ରାଏ ସ୍ୱସ୍ତିକ କୁମାର ଦେଓଙ୍କର ଆଜି ପରଲୋକ ହୋଇଯାଇଛି । ଆଜି ସଂଧ୍ୟାରେ ରାଞ୍ଚିଠାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଦେଓ ବୌଦ୍ଧର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ପରଲୋକରେ ବୌଦ୍ଧ ସହରରେ ଏବଂ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

15 + sixteen =