ନୂଆଁଖାଇରେ ଦୁଇ ଦିନ ସରକାରୀ ଛୁଟି ଦାବିରେ ଧୂମାଭଟା ସରପଞ୍ଚଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି

0 220

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକର ଧୂମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ପ୍ରେରଣ କରିଛନ୍ତି । ସରପଞ୍ଚ ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ତଥା କୋଶଳାଞ୍ଚଳ ର ମହାନ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇ ଯେଉଁ ଥିରେ ଦେଶ ବିଦେଶରେ ସରକାରୀ ବେସରକାରୀ ପଶ୍ଚିମ ଓଡିଶାର ବହୁ ଲୋକ ଚାକିରି କରିଥାନ୍ତି ହେଲେ ନୂଆଁ ଖାଇ ପାଇଁ ଗାଁକୁ ଆସି ପାରିନଥାନ୍ତି । ନୂଆଁଖାଇ ଏକ ଭାଇଚାର ପର୍ବ ହୋଇଥିବା ବେଳେ ଛୁଟି ନ ମିଳିବାରୁ ସେମାନେ ଘରକୁ ଆସିପାରନ୍ତି ନାହିଁ । ସେହିପରି ଆଉ କେତେକ ଦୁଇ ଦିନ ଛୁଟି ନେଇ ଆସିଥାନ୍ତି, ଏଣୁ ନୂଆଁଖାଇର ଦୁଇଦନ ସରକାରୀ ଛୁଟି ଘୋଷଣା କରିବାକୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଲପଡା ବିଡିଓଙ୍କୁ ସରପଞ୍ଚ ଶ୍ରୀ ନାଏକ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + nine =