୧୮ତମ ରାଜ୍ୟ ସୋତୋକାନ କରାଟେ ପ୍ରତିଯୋଗିତା ଓ ପ୍ରଶିକ୍ଷିଣ ଶିବିର

0 26

ପୁରୀ:୧୮ ତମ ରାଜ୍ୟ ସୋତୋକାନ କରାଟେ ପ୍ରତିଯୋଗିତା ରେଳବାଇ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି ଓ ଅଭ୍ୟାସ ବଳରେ ସଫଳତା ଆସିପାରିବ । ଆତ୍ମରକ୍ଷା ପାଇଁ କରାଟେର ଆବଶ୍ୟକତା ରହିଛି । ଏଥିରେ ଡବ୍ଲୁଟିଏସକେଏଫର ମୁଖ୍ୟ ପ୍ରଶିକ୍ଷକ ସିହାନ ସତ୍ରଜିତ ଚୌଧୁରୀ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୦ ପ୍ରତିଯୋଗୀ ଯୋଗଦେଇଥିଲେ । ସ୍ପୋର୍ଟ୍ସ କରାଟେ ବିଷୟରେ ଶିକ୍ଷାଦାନ ଦିଆଯାଇଥିଲା । ରବି ନାରାୟଣ ଖୁଣ୍ଟିଆ,ଏସ.ଆର. ଶାସମଲ, ସନକ ଦେଓ, ପ୍ରସନ୍ନ ପଟ୍ଟନାୟକ,ରାଜନାରାୟଣ ଖୁଣ୍ଟିଆ ଓ ସହଯୋଗୀ କରାଟେକୋମାନେ ଏହାକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × two =