କୋଣାର୍କ ଏନଏସିରେ ବିଜେଡି ବିଜୟୀ

0 60

କୋଣାର୍କ : କୋଣାର୍କ ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀନି ସଂଯୁକ୍ତା ତ୍ରିପାଠୀ ୮୫୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ୩୩୪୫ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀନୀ ଚନ୍ଦ୍ରିକା ରାଉତରାୟ ୨୪୮୬, କଂଗ୍ରେସ ପ୍ରାର୍ଥୀନୀ ରୂପାଲିନୀ ସ୍ୱାଇଁ ଖଣ୍ଡ ଭୋଟ୨୪୨୭ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − five =