ସ୍ନେହାଙ୍ଗିନୀ ଛୁରିଆଙ୍କ ସଂପର୍କରେ ବଡ କଥା କହିଲେ ଦେବୀ ମିଶ୍ର

0 87

ନୂଆପଡ଼ା୦: ନୂଆପଡ଼ା ଉପ ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସ୍ନେହାଙ୍ଗିନୀ ଛୁରିଆଙ୍କ ନାମରେ ମୋହର ମାରିଛି ଦଳ । ଆଉ ପ୍ରାର୍ଥୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି  ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ପୁରୁଣା ଚେହେରା ମାମୁଁ ଘର ନୂଆପଡା ଆଉ ତାଙ୍କ ନିଜ ଘର ସେଇ ପାଖରେ ପଦ୍ମପୁରରେ ।

hiring

ସେ ନୂଆପଡା ଜିଲ୍ଲାରେ ଦୀର୍ଘ ବର୍ଷ ଧରି ପର୍ଯ୍ୟବେକ୍ଷକ ଥିଲେ । ସେ ଜିଲ୍ଲା ସହ ସେ ଭଲଭାବେ ପରିଚିତ । ମହିଳା ନେତ୍ରୀ ଭାବେ ସେ ରାଜ୍ୟରେ ପରିଚିତ ଚେହେରା । ସେହି ନୂଆପଡ଼ାରେ ପୂର୍ବରୁ ବାହାରୁ ଯାଇ ଜଗନ୍ନାଥ ପଟ୍ଟନାୟକ ବିଜୟ ଲାଭ କରିଥିଲେ । ସେ ଟ୍ରେଣ୍ଡ ଆଗରୁ ରହିଛି । ଉପନିର୍ବାଚନରେ ବାହାରୁ ଯାଇକି ନିର୍ବାଚନ ଲଢ଼ି ଜିତିଛନ୍ତି । କିଛି ଭିତିରି ବାହାରି ଡିଲ୍ ନାହିଁ । ଏହା ସବୁ ଗୁଜବ । ସେଇଟା ଅସାର ପରିଣତ ହେବ ।

hiranchal ad1
Leave A Reply

Your email address will not be published.

nine + 4 =