ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର

0 7

ଭୁବନେଶ୍ବର : ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର । କ୍ଷତିଗ୍ରସ୍ତଙ୍କୁ ପୁଣି ମିଳିଲା ସମୟ । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର । ମାର୍ଚ୍ଚ ମାସ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ । ଜାନୁଆରୀ ୩୧ ତାରିଖ ଯାଏଁ ଥିବା ଅବଧିକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ାଇଲେ ରାଜ୍ୟ ସରକାର ।
୮ରୁ ୧୦ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର । ଆବେଦନକାରୀ ସମସ୍ତ ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କଲେ ୧୫ ଦିନ ଭିତରେ ଫେରିପାଇବେ ଟଙ୍କା ।

hiranchal ad1
Leave A Reply

Your email address will not be published.

11 + 17 =