ଶ୍ରାବଣର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ

0 199

ପୁରୀ- ପବିତ୍ର ଶ୍ରାବଣ ସୋମବାରରେ ଶୈବ ଭକ୍ତମାନଙ୍କୁ ଶ୍ରାବଣର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦେବ ଦେବ ମହାଦେବ ଶ୍ରାବଣ ମାସରେ ସମସ୍ତଙ୍କୁ ଆଶୀର୍ବାଦ ଓ ସୁଭାସିସ ପ୍ରଦାନ କରନ୍ତୁ ଏହି କାମନା କରିଛନ୍ତି ସୁଦର୍ଶନ। ବେଳାଭୂମିରେ ନିଜର ଯାଦୁକରୀ ବାଲୁକା କଳାରେ ଦେବ ଦେବ ମହାଦେବଙ୍କ ମୂର୍ତ୍ତି ତିଆରି କରି ସେ ଏହି କାମନା କରିଛନ୍ତି।

hiranchal ad1
Leave A Reply

Your email address will not be published.

13 + 9 =